ସୌର ଶକ୍ତି ଚାଳିତ ଜଳ ଯୋଗାଣ ପ୍ରକଳ୍ପ ଅଚଳ, ଲୋକେ ହନ୍ତସନ୍ତ
ବୌଦ୍ଧ /ବାଉଁଶୁଣି : ବୌଦ୍ଧ ବ୍ଲକ୍ ବାଉଁଶୁଣି ଗ୍ରାମ ପଂଚାୟତର ୱାର୍ଡ ନମ୍ବର୍ ୭ ଓ ୮ ଟିକିରାପଡା ଗ୍ରାମରେ ଥିବା ସୌର ଶକ୍ତି ଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ୪ ମାସ ହେଲା ଅଚଳ ହୋଇ ରହିଥିବାରୁ ଲୋକେ ପାନୀୟ ଜଳ ସଂଗ୍ରହ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି!-->…
Read More...
Read More...