ଜିଲା ପ୍ରଶାସନ ତରଫରୁ ସରକାରୀ କାର୍ଯ୍ୟାଳୟକୁ ଆସିବାକୁ ବାରଣ

ଫୁଲବାଣୀ:କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଥିବା ଫଳରେ କରୋନା ମୁକାବିଲା ଦାୟିତ୍ୱରେ ଥିବା ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ, ପୋଲିସ କର୍ମଚାରୀ ମଧ୍ୟ ଦିନକୁ ଦିନ ବହୁସଂଖ୍ୟାରେ ସଂକ୍ରମିତ ହେବାରେ ଲାଗିଛନ୍ତି । ସରକାରୀ କର୍ମଚାରୀ ମାନେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି ।
Read More...

କୋଭିଡ କଟକଣା ବିରୁଦ୍ଧାଚରଣ ପାଇଁ କାର୍ଯ୍ୟାନୁଷ୍ଠାନ : ୨ଜଣଙ୍କ ନାମରେ ମାମଲା ସହ ୨ଦୋକାନ ସିଲ୍‌

ସମ୍ବଲପୁର : କରୋନା ସଂକ୍ରମଣ ଉପରେ ନିୟନ୍ତ୍ରଣ ରଖିବା ପାଇଁ ସମଗ୍ର ଜିଲ୍ଲାରେ ଘୋଷିତ ୧୦ଦିନିଆ ସଟଡାଉନର ଆଜି ନବମ ଦିନ, ତଥାପି ଲୋକେ କଟକଣା ନିୟମର ବିରୁଦ୍ଧାଚରଣ କରୁଛନ୍ତି, ଯାହାକି ପ୍ରଶାସନ ପାଇଁ ଚିନ୍ତାର କାରଣ । ଏଣୁ ଘୋଷିତ କଟକଣାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ
Read More...

ସଂକଟରେ ବେତ୍ରା ସଂପ୍ରଦାୟ, ଲୋପପାଉଛି କୌଳିକ ବୃତ୍ତି

ହରଭଙ୍ଗା : ବୌଦ୍ଧ ଜିଲ୍ଲାରେ ବାଉଁଶ ତିଆରି ସରଞ୍ଜାମ ଗୁଡିକର ଚାହିଦା ଆଗରୁ ଢେର ଅଧିକ ଥିଲା । କିନ୍ତୁ ଏବେ କେବଳ ବିବାହ, ବ୍ରତ ଓ ଗୃହପ୍ରବେଶ ଆଦି ମାଙ୍ଗଳିକ କାର୍ଯ୍ୟ ପାଇଁ ହିଁ ଲୋଡା ପଡୁଛି । ଦିନକୁ ଦିନ ଏହାର ଚାହିଦା ବଜାରରେ କମି କମି ଯାଉଥିବାରୁ ବାଉଁଶ ଶିଳ୍ପରେ ନିୟୋଜିତ ବେତ୍ରା
Read More...

ଗଜପତିରେ ପୁଣି 72 ଟି କରୋନା ପଜିଟିଭ ଚିହ୍ନଟ

ଗଜପତିରେ ପୁଣି 72 ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଗୋଶାଣୀରୁ 5 ଜଣ,ଗୁମ୍ମା ବ୍ଳକରୁ 15ଜଣ,ରାୟଗଡ଼ ବ୍ଳକରୁ 3 ଜଣ,ପାରଳା ପୌର ପରିଷଦରୁ 45 ଜଣ, ଆର.ଉଦୟଗିରି ବ୍ଳକରୁ ଜଣେ କାଶୀ ନଗର ବ୍ଳକରୁ 3 ଜଣ ଚିହ୍ନଟ ହୋଇଛନ୍ତି। ପଜିଟିଭି ଚିହ୍ନଟ ହେବା ପରେ
Read More...

କରୋନା ସଙ୍କଟ ସମୟରେ ବି ଏମ୍‌ସିଏଲ୍‌ ୯୨ ର୍ୟାକ୍‌ ୫ ଲକ୍ଷ ୧୭ ହଜାର ୪୪୮ ଟନ୍‌ କୋଇଲା ଡେସପାସ୍‌ ରେକଡର଼୍

ସମ୍ବଲପୁର: କୋଲ ଇଣ୍ଡିଆର ଅଗ୍ରଣୀ ଅନୁଷଙ୍ଗୀ କମ୍ପାନୀ ମହାନଦୀ କୋଲ୍‌ ଫିଲ୍ଡସ ଲିମିଟେଡ୍‌ ଗତ ୨୮ ତାରିଖ ଗୋଟିଏ ଦିନରେ ସର୍ବାଧିକ ୫ ଲକ୍ଷ ୧୭ ହଜାର ୪୪୮ ଟନ୍‌ କୋଇଲ।। ଡେସ୍‌ପାଚ୍‌ କରି ନୂତନ ରେକଡର଼୍ ସୃଷ୍ଟି କରିଛି । ଏମ୍‌ସିଏଲ୍‌ ଗୋଟିଏ ଦିନ ଅର୍ଥାତ୍‌ ୨୮/୭/୨୦ ତାରିଖରେ ୯୨
Read More...

କରୋନା ଭିତରେ ଜଣ୍ଡିସ ଆତଙ୍କ, ୮୦ରୁ ଉଦ୍ଧ୍ୱର୍ ପିଲା ଆକ୍ରାନ୍ତ

ଚଣ୍ଡିଖୋଲ : ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ଦର୍ପଣ ପଞ୍ଚାୟତର କୋଲସାହି ଗ୍ରାମରେ ୮୦ରୁ ଉଦ୍ଧ୍ୱର୍ ପିଲା ଜଣ୍ଡିସ ରୋଗରେ ଆକ୍ରାନ୍ତ ହେବା ଦ୍ୱାରା ଗ୍ରାମବାସୀମାନେ ଛାନିଆ ହୋଇଯାଇଛନ୍ତି । ଘଟଣାରୁ ପ୍ରକାଶ ଯେ, ଏହି ରୋଗ ୧ମାସରୁ ଉଦ୍ଧ୍ୱର୍ ସମୟ ଧରି ବ୍ୟାପୁଥିବାର ଦେଖିବାକୁ ମିଳୁଛି । ପ୍ରଥମେ
Read More...

କେନ୍ଦ୍ରୀୟ ବିଦ୍ୟାଳୟ ପରିଦର୍ଶନ କଲେ ସାଂସଦ

ଢେଙ୍କାନାଳ: ଢେଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟକୁ ସାଂସଦ ମହେଶ ସାହୁ ପରିଦର୍ଶନ କରି ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ ହୋଇଥିଲେ । ଏହି ପରିଦର୍ଶନ ସମୟରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ରାର୍ଥନାସ୍ଥଳ ବୁଲି ଦେଖିବା ସହ କୌଣସି ସଂସ୍ଥା ସହିତ ଆଲୋଚନା କରି ଏକ ସ୍ଥାୟୀ ଛାତର ପ୍ରତିକାର
Read More...

ଟ୍ରାକ୍ଟର ଯୋଗେ ବିଲରେ ହଳ କରାଉଥିବା ବେଳେ ଚାଷୀଙ୍କ ମୃତ୍ୟୁ

ବୌଦ୍ଧ : ଆଜି ସକାଳ ପ୍ରାୟ ଘ ୭. ୩୦ ମିନିଟ ସମୟରେ ନିଜ ବିଲରେ ଟ୍ରାକ୍ଟର ଯୋଗେ ହଳ କରାଉଥିବା ସମୟରେ କାଶଲପୁର୍ ଗ୍ରାମର ଜଣେ ଚାଷୀ ହୃଦଘାତରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଥାନା ତେଲିବନ୍ଧ ଗ୍ରାମ ପଂଚାୟତ କାଶଲପୁର୍ ଗ୍ରାମର ଚାଷୀ ସୁନିଲ ନାଏକ (୫୨
Read More...

ଖେଳିବା ବୟସରେ କମାଲ କଲା ଏହି ୫ବର୍ଷିୟ ବାଳକ, ସାଇକେଲ ଚଳାଇ ଲକ୍ଷାଧିକ ଚଙ୍କାର କରୋନା ଫଣ୍ଡ ସଂଗ୍ରହ କଲା

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ ଏବେ ସାରାବିଶ୍ୱକୁ ନୟାନ୍ତ କରିସାରିଲାଣି । କିନ୍ତୁ ଏହି ସଂକଟ ସମୟରେ ମଧ୍ୟ କେତେକ ବ୍ୟକ୍ତି ନିଜ ଜୀବନକୁ ଖାତିର ନକରି ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ଦିନରାତି ନିସ୍ୱାର୍ଥ ଭାବେ କାମ କରିଚାଲିଛନ୍ତି । ଏମାନଙ୍କ ସରକାର କୋଭିଡ ଯୋଦ୍ଧାର ମାନ୍ୟତା
Read More...

ପୁରୁଣା କେରାଣ୍ଡିରେ ଗାଁ କଲ୍ୟାଣ ସମିତି ବୈଠକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ ପୁରୁଣା କେରାଣ୍ଡି ଗ୍ରାମରେ ଗାଁ କଲ୍ୟାଣ ସମିତି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ଉପରେ ବୈଠକ ହେବା ସହ କୋଭିଡ-୧୯ ଉପରେ ଗ୍ରାମରେ ସଚେତନତା ଉପରେ ବୈଠକ ହୋଇଥିଲା । ପରେ ଗ୍ରାମ
Read More...