ଲାଞ୍ଚ ନେଇ ଧରାପଡ଼ିଲେ ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟ ଆକାଉଣ୍ଟେଣ୍ଟ

ଫୁଲବାଣୀ:୨୧/୮ :୩ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ କନ୍ଧମାଳ ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟର ଆକାଉଣ୍ଟେଣ୍ଟ ସୂଚନା ଅନୁଯାୟୀ ଟିକାବାଲିର ପ୍ରମୋଦ କୁମାର ପାଣିଗ୍ରାହୀ ଫୁଲବାଣୀ ସ୍ଥିତ ଜିଲ୍ଲା ଫିସେରୀ ଅଫିସରେ ସହକାରୀ ଫିସେରୀ ଅଫିସର ଭାବେ ୨୦୧୪ରେ ଅବସର ଗ୍ରହଣ
Read More...

ବାଇକ ଧକ୍କାରେ ଜଣେ ଗୁରୁତର

ବୌଦ୍ଧ - ଆଜି ସନ୍ଧ୍ୟା ପ୍ରାୟ 7 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ମଧୁପୁର ଛକ ନିକଟରେ ବାଇକ ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ରାସ୍ତାରେ ଚାଲି ଚାଲି ଯାଉଥିବା ଅରକ୍ଷିତ କାରିଗର ନାମକ ଜଣେ ବ୍ୟକ୍ତିଙ୍କୁ KA04 JL 9507
Read More...

ସାଇକେଲକୁ ଧକ୍କା ଦେଲା ବାଇକ, ୩ ଆହତ

ବୌଦ୍ଧ,୨୧/୮ - ଆଜି ସନ୍ଧ୍ୟା ୭ଘଣ୍ଟା ସମୟରେ ମନମୁଣ୍ଡା -କଣ୍ଟାମାଳ ରାସ୍ତାର ଖଟଖଟିଆରୁ ଜାଲପାଲି ମଝିରେ ସାଇକେଲ ଓ ବାଇକ ମଧ୍ୟରେ ଧକ୍କା ହେବାରୁ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି lମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ ୭ଘଣ୍ଟା ସମୟରେ କଣ୍ଟାମାଳ ଠାରୁ ସୋନପୁର
Read More...

ବିଦ୍ୟା ବାଲନଙ୍କ ସମ୍ବଲପୁରୀ ଶାଢୀ ନିଲାମ ନେଲେ ଓଡିଆ ଝିଅ

ଭୁବନେଶ୍ୱର : ବଲିଉଡ ତାରକା ବିଦ୍ୟା ବାଲନ ଫିଲ୍ମ ସକୁନ୍ତଳା ଦେବୀରେ ପରିଧାନ କରିଥିବା ସମ୍ବଲପୁର ଶାଢୀର ନିଲାମ ହୋଇଛି । ଏହାକୁ ନିଲାମରେ କିଣିଛନ୍ତି ଗୌହାଟୀ ଆଇଆଇଟିରେ ଅଧ୍ୟାୟନରତା ଭଦ୍ରକର ଓଡିଆ ଝିଅ ଦେବାଂଶୀ ମିଶ୍ର । ଦେବାଂଶୀ ୫୫ହଜାର ଟଙ୍କାରେ ଏହି ଶାଢୀକୁ କିଣିଛନ୍ତି ।
Read More...

ଯୁକ୍ତଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ଯୁକ୍ତଦୁଇ ଶ୍ରେଣୀରେ ନାମ ଲେଖା ପ୍ରକ୍ରିୟା ଅନଲାଇନରେ ଆରମ୍ଭ ହୋଇଛି । ଛାତ୍ରଛାତ୍ରୀମାନେ ସାମ୍‌ସର ୱେବସାଇଟ୍ www.samsodisha.gov.in ୱେବସାଇଟକୁ ଯାଇ ଫର୍ମ ପୂରଣ କରିଛନ୍ତି । ଆଜିଠାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ସେପ୍ଟେମ୍ବର ୪ ତାରିଖ ଯାଏ
Read More...

ଲୋକସଭା କର୍ମଚାରୀଙ୍କୁ ମିଳିବ ୟୁନିଫର୍ମ ବାବଦ ଭତ୍ତା

ନୂଆଦିଲ୍ଲୀ : ସଂସଦର ଲୋକସଭାର କର୍ମଚାରୀମାନଙ୍କୁ ଏଣିକି ୟୁନିଫର୍ମ ବାବଦକୁ ବାର୍ଷିକ ଭତ୍ତା ପ୍ରଦାନ କରାଯିବ । ଶୁକ୍ରବାର ଏହି ସୂଚନା ମିଳିଛି । ପୂର୍ବରୁ ୟୁନିଫର୍ମ ନିମନ୍ତେ ସେମାନେ ଦୁଇ ବର୍ଷକୁ ଥରେ କଟ୍‌ପିସ୍‌ କପଡ଼ା ପାଉଥିଲେ । ସେହି କପଡ଼ାକୁ ନେଇ କର୍ମଚାରୀମାନେ ଡ୍ରେସ୍‌ ତିଆରି
Read More...

କରୋନା ମୃତ୍ୟୁ ୫୫ ହଜାର ନିକଟବର୍ତ୍ତୀ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ୨୯ ଲକ୍ଷ ୫ ହଜାର ୮୨୩ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୬୮ ହଜାର ୮୯୮ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି, ଦିନକରେ ଆଉ ୯୮୩ଜଣ ପ୍ରାଣ ହରାଇବା ପରେ ମୃତ୍ୟୁସଂଖ୍ୟା ୫୪ ହଜାର ୮୪୯କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇଥିବା
Read More...

ଆନ୍ଧ୍ରରେ ପୁଣି ଗ୍ୟାସ୍‌ ଲିକ୍‌: ୧୪ ମହିଳାଙ୍କ ସମେତ ୨୦ ଅସୁସ୍ଥ

ଚିତ୍ତୂର : ଆନ୍ଧ୍ରପ୍ରଦେଶରେ ପୁଣି ଗ୍ୟାସ୍‌ ଲିକ୍‌ ଅଘଟଣ ଘଟିଛି । ଚିତ୍ତୂର ଜିଲ୍ଲାର ପୁତଳପଟ୍ଟୁ ନିକଟରେ ଥିବା ହାଟସନ୍‌ ଡାଏରୀ କାରଖାନାରୁ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇଛି । ଏଥିରେ ୨୦ଜଣ କର୍ମଚାରୀ ଗୁରୁତରଭାବେ ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କ ମଧ୍ୟରେ ୧୪ଜଣ ମହିଳା ଅଛନ୍ତି ।
Read More...

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ସିମନବାଡ଼ି ଜିଆରଏସ

ଦାରିଙ୍ଗବାଡି :୨୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଜିଆରଏସ (ଗ୍ରାମ ରୋଜଗାର ସେବକ)ଦିଲୀପ କୁମାର ସାହୁ । ସୂଚନା ପ୍ରକାରେ ଦାରିଙ୍ଗବାଡି ଗ୍ରାମର ଦିଲୀପ କୁମାର ସାହୁ ସିମନବାଡି ପଞ୍ଚାୟତରେ କାର୍ଯ୍ୟାଳୟରେ
Read More...

ଆଇପିଏଲ୍‌ ଖେଳାଳିଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବ

ନୂଆଦିଲ୍ଲୀ : ଏଥର ଆଇପିଏଲ୍‌ ଭାରତ ବାହାରେ ଅନୁଷ୍ଠିତ ହେଉଛି । ଏହାକୁ ସୁରକ୍ଷିତ ଓ ଦୁର୍ନୀତି ତଥା ବିବାଦମୁକ୍ତ ରଖିବା ଲାଗି ବିସିସିଆଇ ପକ୍ଷରୁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ଟୁର୍ଣ୍ଣାମେଣ୍ଟ ସମୟରେ ଆଇପିଏଲ୍‌ ଖେଳାଳିମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବ । ବୁକିମାନେ
Read More...