ଇସ୍ତଫା ଦେଲେ ଡାଭିଡ୍ ଜନ୍
ମୁମ୍ବାଇ : ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ହକି ଇଣ୍ଡିଆର ହାଇ ପରଫରମାନ୍ସ ନିର୍ଦ୍ଦେଶକ ପଦରୁ ଡାଭିଡ୍ ଜନ୍ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା ବିଷୟ କହିଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ଉଭୟ ହକି ଇଣ୍ଡିଆ ଓ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ନିକଟକୁ!-->…
Read More...
Read More...