କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ଶେଖାୱତଙ୍କୁ କରୋନା
ନୂଆଦିଲ୍ଲୀ: ପୁଣି ଜଣେ କେନ୍ଦ୍ରମନ୍ତ୍ରୀ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ସେ ହେଉଛନ୍ତି କେନ୍ଦ୍ର ଜଳଶକ୍ତି ବିଭାଗ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କରୋନା ଆକ୍ରାନ୍ତ ହୋଇଥିବା ବିଷୟ ମନ୍ତ୍ରୀ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି । ଏହା!-->…
Read More...
Read More...