ନିଜ କ୍ୟାରିଅରର ପ୍ରଥମ କାର୍ ପୁଣି ପାଇବାକୁ ଚାହୁଁଛନ୍ତି ମାଷ୍ଟର ବ୍ଲାଷ୍ଟର
ମୁମ୍ବାଇ : ଭାରତର ଲୋକପ୍ରିୟ କ୍ରିକେଟର ସଚିନ ତେନ୍ଦୁଲକର ନିଜ ଦକ୍ଷତା ବଳରେ କ୍ୟାରିଅରରେ ବଡ ସଫଳତା ହାସଲ କରିଛନ୍ତି । ସେ ଭାରତର ସବୁଠାରୁ ଧନୀ ଖେଳାଳିଙ୍କ ମଧ୍ୟରେ ସାମିଲ ଅଛନ୍ତି । ସଚିନଙ୍କ ପାଖରେ ଅନେକ ଲଜ୍ଜରି ଗାଡି ଅଛି । ସଚିନଙ୍କ ଫରାରି ବହୁତ ଦିନ ଯାଏଁ ଚର୍ଚ୍ଚାରେ ଥିଲା ।!-->…
Read More...
Read More...