ବୌଦ୍ଧ ସହରାଞ୍ଚଳ ବ୍ୟବସାୟୀ ଓ ଜନସାଧାରଣଙ୍କୁ ନୋଟିସ ଜାରୀ କଲା ପ୍ରଶାସନ

ବୌଦ୍ଧ : ବୌଦ୍ଧ ସହରରେ କରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଚିନ୍ତାର ବିଷୟ । ସେଥିପାଇଁ ଆଜି ବୌଦ୍ଧଗଡ ଏନଏସି ପକ୍ଷରୁ ବୌଦ୍ଧ ସହରାଞ୍ଚଳ ମଧ୍ୟରେ ଥିବା ସମସ୍ତ ବ୍ୟବସାୟୀ ଓ ଜନସାଧାରଣଙ୍କୁ ନୋଟିସ ଜାରୀ କରାଯାଇଛି । ସମସ୍ତ ଦୋକାନୀ ନିଜ ଦୋକାନରେ ସାମାଜିକ ଦୂରତା ରକ୍ଷା…
Read More...

କନ୍ଧମାଳରେ ଆଜି ପୁଣି ୪୭ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ:କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି କନ୍ଧମାଳରେ ପୁଣି ୪୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୨୭୦୯ ରେ ପହଂଚିଛି । ସେଥିରୁ ଆଜି ପର୍ଯ୍ୟନ୍ତ ୨୨୬୯ ଜଣ ସୁସ୍ଥ ହୋଇ ସେମାନଙ୍କ…
Read More...

ସମ୍ବଲପୁର ମଣ୍ଡଳର ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ ଆୟୋଜିତ

ସମ୍ବଲପୁର : ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ନିର୍ଦ୍ଦେଶାନୁସାରେ ପୂର୍ବତଟ ରେଳପଥ, ସମ୍ବଲପୁର ମଣ୍ଡଳର ରେଳବାଇ କର୍ମଚାରୀ ଓ ସେମାନଙ୍କ ପରିବାରକୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ ୧୫ ଅଗଷ୍ଟରୁ ୨ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ ଫିଟ୍ ଇଣ୍ଡିଆ ଫ୍ରିଡମ…
Read More...

ଶୌଚାଳୟ ନିର୍ମାଣରେ ଦୁର୍ନୀତି ଅଭିଯୋଗ

କଣ୍ଟାବାଞ୍ଜି,୧୧/୯- ଆମ ଦେଶ ଭାରତକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ୨୦୧୪ ରେ ରାଷ୍ଟ୍ର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ଦିବସରେ ପାରିତ ହୋଇଥିଲା ଏହି ଶୌଚାଳୟ ଅଭିଯାନ । ଏହାର ମୁଖ୍ୟ ଉଦ୍ଦେଶ୍ୟ ଭାରତକୁ ସ୍ୱଚ୍ଛ଼ ଓ ସୁନ୍ଦର ରଖିବା । ସେହି ଅନୁଯାୟୀ ପ୍ରଧାନମନ୍ତ୍ରୀ ଛୋଟ ଛୋଟ ଗାଁ…
Read More...

ହରଭଙ୍ଗା ବ୍ଲକ ବନ୍ୟା ପରବର୍ତ୍ତୀ ସ୍ଥିତି: ବିଭିନ୍ନ ବିଭାଗର ୧୪କୋଟିରୁ ଉର୍ଦ୍ଧ୍ୱ କ୍ଷୟକ୍ଷତି

ହରଭଙ୍ଗା : ଏବେ ବନ୍ୟା ଛାଡି ଯାଇଛି । ହେଲେ ବନ୍ୟାର ପରବର୍ତ୍ତୀ ପରିସ୍ଥିତିକୁ ନେଇ ଏବେ ଲୋକେ ହନ୍ତସନ୍ତ ହେଉଛନ୍ତି । କାହାର ଘର ଭାଙ୍ଗିଛି ତ ଚାଷୀଙ୍କର ଜମିବାଡି ଉଜୁଡି ଯାଇଛି । ଲଗଣା ବର୍ଷା ଓ ମହାନଦୀ ବନ୍ୟା ଏବେ ଛାଡିଯାଇଛି, ଚାରିଆଡେ ଖାଁ ଖାଁ ଲାଗୁଛି । ହରଭଙ୍ଗା ଅଞ୍ଚଳରେ…
Read More...

ଗଜପତିରେ ଆଜି ପୁଣି ୨୫ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୧୧/୯- ଗଜପତିରେ ପୁଣି ୨୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆକ୍ରାନ୍ତଙ୍କ ମଧ୍ୟରେ ଗୋଶାଣୀ ବ୍ଳକରୁ ୩ ଜଣ ପାରଳା ପୌର ପରିଷଦରୁ ୭ ଜଣ, ନୂଆଗଡ଼ ବ୍ଳକରୁ ୩ ଜଣ, ମୋହନା ବ୍ଲକରୁ ଜଣେ, ରାୟଗଡ ବ୍ଲକରୁ ୩ ଜଣ, ଗୁମ୍ମା…
Read More...

କରୋନା ପ୍ରକୋପ କମୁନାହିଁ ଆଜି ପୁଣି ୯୧ ଜଣ ପୋଜିଟିଭ ଚିହ୍ନଟ: ବିବାଦ ଘେରରେ ନବନିର୍ମିତ ବୁର୍ଲା କୋଭିଡ ହସ୍ପିଟାଲ…

ସମ୍ବଲପୁର :କରୋନା ନିୟନ୍ତ୍ରଣ ପାଇଁ ବିଭିନ୍ନ ପ୍ରଚେଷ୍ଟା ସତ୍ତ୍ୱେ ସମ୍ବଲପୁର ଜିଲ୍ଲାରେ ଏହାର ପ୍ରକୋପ କମିପାରୁ ନାହିଁ । ପ୍ରଶାସନିକ ସୂଚନା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ୯୧ ଜଣ ନୂଆ ପଜିଟିଭ ଚିହ୍ନଟ ହେଲା ପରେ ଜିଲ୍ଲାରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୩୭୩୪ ହୋଇଛି ।…
Read More...

ରାଜ୍ୟରେ ଆଉ ୩୯୯୬ କରୋନା ପଜିଟିଭ ଚିହ୍ନଟ, ୧୪ ମୃତ

ଭୁବନେଶ୍ୱର ୧୧ ।୦୯: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ୨୪ ଘଣ୍ଟା ମଧ୍ୟରେ ୩୯୯୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୩୧୧୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ…
Read More...

ବୌଦ୍ଧଜିଲ୍ଲା ହଜାରେ ପାର୍‌ କଲା କରୋନା, ଆଜି ନୂତନ ୩୯ ପଜିଟିଭ

ବୌଦ୍ଧ,୧୧/୯ - ଆଜି ପୁଣି ନୂତନ ୩୯ କରୋନା ପଜିଟିଭ ଜିଲ୍ଲାରେ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ସରସରା ଗ୍ରାମରୁ ୧ ଜଣ, ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୯ ଜଣ, ବଲାସିଙ୍ଗାସ୍ଥିତ…
Read More...

ଗଜପତିରେ ଆଜି ପୁଣି ୧୭ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୧୧/୯- ଗଜପତିରେ ଆଜି ପୁଣି ୧୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ପାରଳା ପୌର ପରିଷଦରୁ ୩ ଜଣ, ନୂଆଗଡ଼ ବ୍ଳକରୁ ୨ ଜଣ,ମୋହନା ବ୍ଲକରୁ ୪ ଜଣ,ରାୟଗଡ ବ୍ଲକରୁ ଜଣେ,ଗୁମ୍ମା ବ୍ଳକରୁ ୬ ଜଣ, କାଶୀ ନଗର ବ୍ଲକରୁ ଜଣେ ଚିହ୍ନଟ ହୋଇ…
Read More...