ସୋନପୁରରେ ନୂତନ ଉପଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ
ସୋନପୁର,୧୮/୮: ଆଜି ସୋନପୁରର ନୂତନ ଉପ-ଜିଲ୍ଲାପାଳ ଭାବରେ ନିହାର ରଞ୍ଜନ କଅଁର ଯୋଗଦାନ କରିଛନ୍ତି ।ଏଥି ପୂର୍ବରୁ ସେ ତରଭା ବ୍ଲକ ବିଡ଼ିଓ ଭାବରେ କାର୍ଯ୍ୟରତ ଥିଲେ ।ସେ ଜଣେ ଦକ୍ଷ ପ୍ରଶାସକ ଓ ଅନେକ ପ୍ରଶାସନିକ କାର୍ଯ୍ୟ ପାଇଁ ସବୁଠି ପ୍ରଶଂସା ର ପାତ୍ର ହୋଇଆସିଛନ୍ତି ।ଉପ- ଜିଲ୍ଲାପାଳ!-->…
Read More...
Read More...