ବୌଦ୍ଧ : ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୪୨୯, ଅଧାରୁ ଅଧିକ ଆକ୍ରାନ୍ତ ନାରାୟଣ ନଗରରୁ
ବୌଦ୍ଧ,୧୭/୮ - ବୌଦ୍ଧ ଜିଲ୍ଲାରେ ଘୋ ଘୋ ହୋଇ ବଢି ଚାଲିଛି କରୋନା ପଜିଟିଭ ସଂଖ୍ୟା l ଆଜି ସୁଦ୍ଧା 429 ଜଣ ପଜିଟିଭ ଚିନ୍ହଟ ହୋଇ ସାରିଲେଣି l ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ନାରାୟଣ ନଗର ଗ୍ରାମରୁ ହିଁ ଅଧାରୁ ଅଧିକ ପଜିଟିଭ ଚିନ୍ହଟ ହୋଇଥିବା ଚିନ୍ତାର ବିଷୟ l ମିଳିଥିବା ସୂଚନା!-->…
Read More...
Read More...