ଚକ ରାସ୍ତାରେ ଦବି ଫସିଲା ଟ୍ରକ

0 1,748

hiring

ବୌଦ୍ଧ /ଜନ୍ହାପଙ୍କ ,୧୩/୯- ଜାତୀୟ ରାଜପଥ 57ର ଜନ୍ହାପଙ୍କ ହାଇସ୍କୁଲ ଆଗରେ ଆଜି ସକାଳ ପ୍ରାୟ 12.30ସମୟରେ ଏକ ଚିପସ ଵୋଝେଇ ଟ୍ରକ ଭାସିଯାଇଥିଲା।ସୂଚନାଯୋଗ୍ୟ ଯେ ସୋନପୁର ପଟୁ ବୌଦ୍ଧ ପଟକୁ ଯାଉଥିବା ବେଳେ ଏହା ଘଟିଥିଲା।ତେବେ ଏଥିରେ ଗାଡ଼ିର କୌଣସି କ୍ଷତି ହୋଇନାହିଁ।ସନ୍ଧ୍ୟା 6 ଟା ସୁଦ୍ଧା ଗାଡ଼ି ଫସି ରହିଥିଲା।L&t ର ପାଇପ ଲାଇନ ରେ ଚକ ପଡିଯାଇଥିବାରୁ ଏହା ଘଟିଥିଲା l ଏଠାରେ ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ଗ୍ରାମାଞ୍ଚଳରେ ମେଗା ଜଳ ସେଚନ ପ୍ରକଳ୍ପର ପାଇପ ଲାଇନ କାମ ଚାଲିଛି l ନିର୍ମାଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ଏଲ ଏଣ୍ଡ ଟି ପାଇପ ପୋତିବା ପାଇଁ ଗାତ ଖୋଳି ଗାତ ଠିକ ଭାବେ ପୋତୁ ନ ଥିବାରୁ ବାରମ୍ବାର ଏଭଳି ଘଟୁଥିଲେ ମଧ୍ୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେଉ ନାହାନ୍ତି l ଜିଲ୍ଲା ସାରା ଏଭଳି ଦୈନନ୍ଦିନ ଅନେକ ଯାନବାହାନ ଫସି ରହୁଥିବା ଦେଖିବାକୁ ମିଳୁଛି l

hiranchal ad1
Leave A Reply

Your email address will not be published.

13 − 11 =