ଗଜପତିରେ ପୁଣି ୧୬ ଟି କରୋନା ପଜିଟିଭ ଚିହ୍ନଟ

0 210

ପାରଳାଖେମୁଣ୍ଡି : ଗଜପତିରେ ପୁଣି୧୬ ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ମୋହନା ବ୍ଲକରୁ ୨ ଜଣ, ନୂଆଗଡ ବ୍ଳକରୁ ୪ ଜଣ ପାରଳା ପୌର ପରିଷଦରୁ ୬ ଜଣ, ରାୟଗଡ ବ୍ଳକରୁ ୨ ଜଣ,ଆର ଉଦୟଗିରି ବ୍ଳକ ରୁ ୨ଜଣ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ ହୋମ ଆସୋଲେସନ କୋଭିଡ ହସ୍ପିଟାଲ/କୋଭିଡ କ୍ୟାୟରକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଗଜପତି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

eight + 4 =