କୁଷ୍ଠାଶ୍ରମର ୬ ପରିବାର ଜଳବନ୍ଦୀ
ବୌଦ୍ଧ,୧୭/୮ - ବୌଦ୍ଧ ସହରରେ ଥିବା କୁଷ୍ଠାଶ୍ରମ (ଲେପ୍ରୋସି କଲୋନୀ) ରେ ରହୁଥିବା ୬ ଗୋଟି ପରିବାର ଦୁଇ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଗତ ଦୁଇ ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସେମାନେ ରହୁଥିବା ଘର ମଧ୍ୟରେ ପାଣି!-->…
Read More...
Read More...