ପାଟଣାଗଡ ବିଧାୟକଙ୍କୁ କରୋନା

0 245

ପାଟଣାଗଡ: ପାଟଣାଗଡ ବିଧାୟକ ସରୋଜ କୁମାର ମେହେର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ସଂପର୍କରେ ସେ ନିଜେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମୁଁ ମୋ କରୋନା ଟେଷ୍ଟ କରାଇଥିଲା, ତାହା ପଜିଟିଭ ଆସିଛି । ସେ ସୁସ୍ଥ ଅଛନ୍ତି ତାଙ୍କ ପାଖରେ କୋଭିଡ-୧୯ର କୌଣସି ଲକ୍ଷଣ ନାହିଁ । ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ କ୍ୱାରେଣ୍ଟାଇନରେ ଥିବା ସୂଚନା ଦେଇଛନ୍ତି । କିଛି ଦିନ ପୂର୍ବରୁ ମୋ ସଂସ୍ପର୍ଶରେ ଆସିଥିବା ମୋର ଅନୁଗାମୀ ମାନେ ନିଜନିଜର କରୋନା ଟେଷ୍ଟ କରାଇ ନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

5 × four =