ଲଗାଣ ବର୍ଷା ରେ ଭାଙ୍ଗିଲା ଘର ଅଳ୍ପକେ ବର୍ତିଲେ ପରିବାର
ଜନ୍ହାପଙ୍କ,୧୬/୮;ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ସରଧାପୁର ଗ୍ରାମର ଶ୍ୟାମ ଗାଇଗଉରିଆଙ୍କ ଘର ଗତ କାଲି ଲଗାଣ ବର୍ଷା ରେ ଘରର ଗୋଟିଏ କାନ୍ଥ ଭାଙ୍ଗିଯାଇଛି। କିନ୍ତୁ ଏଥିରୁ ଅଳ୍ପକେ ପରିବାର ବର୍ତି ଯାଇଛନ୍ତି।ସୂଚନା ମତେ ଗତକାଲି ଖାଇ ଶୋଇଥିବା ବେଳେ ଏହି ଅଘଟଣ ଘଟିଥିଲା।ସେ ଏକ!-->…
Read More...
Read More...