ପୁଣି ୩୭ ଜଣ ପଜିଟିଭ ସହିତ ସମ୍ବଲପୁର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୪୬ ହେଲା
ସମ୍ବଲପୁର : ଆଜିର ପ୍ରଶାସନିକ ଘୋଷଣା ଅନୁସାରେ ୩୭ ଜଣ ନୂଆ ପଜିଟିଭ ଚିହ୍ନଟ ହେବାପରେ ସମଗ୍ର ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୪୬ରେ ପହଞ୍ଚିଛି । ଏହି ସପ୍ତାହରେ ଦିନେ ଛଡ଼ା ବାକି ୬ ଦିନ ଯାକ ସ୍ଥିତି ନିୟନ୍ତ୍ରଣରେ ଜଣାପଡିଛି, କେବଳ ଗତ ରବିବାର ଦିନ ଶତାଧିକ ପଜିଟିଭ!-->…
Read More...
Read More...