ସମ୍ବଲପୁର ଜ଼ିଲ୍ଲା ବିଜେଡି ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳନ ଓ ୫୧ ୟୁନିଟ ରକ୍ତ ସଂଗ୍ରହିତ
ସମ୍ବଲପୁର :ସମ୍ବଲପୁର ଜ଼ିଲ୍ଲା ବିଜେଡି କାର୍ଯ୍ୟାଳୟରେ କୋଭିଡ କଟକଣାକୁ ମାନି ନିରାଡମ୍ବର ଭାବରେ ପାଳନ ହୋଇଛି ୭୪ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ସ୍ଥାନୀୟ କାଇଁଶିର ରୋଡ଼ ସ୍ଥିତ ବିଜେଡି ଜ଼ିଲ୍ଲା କାର୍ଯ୍ୟାଳୟ ରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦାନ!-->…
Read More...
Read More...