ବୌଦ୍ଧ : ଆଜି ରେକର୍ଡ କଲା କରୋନା, ଗୋଟିଏ ଦିନରେ ଗୋଟିଏ ଗାଆଁରୁ ୧୧୫
ବୌଦ୍ଧ,୧୫/୮ : ବୌଦ୍ଧ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୩୫୦ ପାର କରିଥିବାବେଳେ କେବଳ ବୌଦ୍ଧବ୍ଲକ ନାରାୟଣ ନଗର ଗ୍ରାମରୁ ହିଁ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୧୫ ପଜିଟିଭ ଚିହ୍ନଟ ହୋଇଥିବା ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି । ନାରାୟଣ ନଗର ଗ୍ରାମରେ ପ୍ରତ୍ୟେକ!-->…
Read More...
Read More...