ବ୍ଲକ ସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ପାଳନ
ଫୁଲବାଣୀ,୧୫/୮: କନ୍ଧମାଳ ଜିଲ୍ଲାର ଖଜୁରୀପଡା ସରକାରୀ ନୋଡାଲ ଉଚ୍ଚ଼ ବିଦ୍ୟାଳୟ ଖେଳପଡ଼ିଆ ଠାରେ ବ୍ଲକ ସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ କୋଭିଡ ନିୟମ ଅନୁସାରେ ଏବଂ ପ୍ରବଳ ବର୍ଷା ସତ୍ତେ୍ୱ ପାଳନ କରାଯାଇଛି । ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ବିରେନ୍ଦ୍ର କୁମାର କହଁର ମୁଖ୍ୟ ଅତିଥି ଭାବେ!-->…
Read More...
Read More...