“ଓଡ଼ିଶା ମୋ ପରିବାର- ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମର ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର କୋଡିନେଟର୍…

ଭୁବନେଶ୍ୱର :ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ "ଓଡ଼ିଶା ମୋ ପରିବାର- ଜୀବନ ବିନ୍ଦୁ' କାର୍ଯ୍ୟକ୍ରମର ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର କୋଡିନେଟର୍ ଭାବରେ ବାଣୀବିହାର ପୂର୍ବତନ ସଭାପତି ତଥା ଯୁବ ବିଜେଡି ନେତା ଡଃ ପ୍ରକାଶ ତ୍ରିପାଠୀଙ୍କୁ ମନୋନୀତ କରାଯାଇଥିବାରୁ ଓଡିଶା ମୋ
Read More...

ନୂଆ ଶିକ୍ଷାନୀତି ନୂତନ ଭାରତର ମୂଳଦୁଆ ପକାଇବ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦେଶ ପାଇଁ ନୂଆ ଶିକ୍ଷା ନୀତି ଘୋଷଣା କରିଛନ୍ତି । ଏଥିରେ ପିଲାମାନଙ୍କ ପାଠପଢ଼ା ସାଙ୍ଗକୁ ସେମାନଙ୍କର ଭବିଷ୍ୟତ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି । ଏହି ଶିକ୍ଷାନୀତି ଏକ ନୂତନ ଭାରତ ପାଇଁ ମୂଳଦୁଆ ପକାଇବ, ଯାହା ଭବିଷ୍ୟତର ପୀଢ଼ୀଙ୍କୁ ବହୁମାତ୍ରାରେ ଉପକାର
Read More...

ଶପଥ ନେଲେ ମନୋଜ ସିହ୍ନା

ଜମ୍ମୁ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଉତ୍ତରପ୍ରଦେଶର ବରିଷ୍ଠ ବିଜେପି ନେତା ମନୋଜ ସିହ୍ନା ଆଜି ଜମ୍ମୁ-କାଶ୍ମୀରର ନୂତନ ଉପରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିଛନ୍ତି । ଗତ ବର୍ଷ ରାଜ୍ୟ ବିଭାଜିତ ହୋଇ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବା ପରେ ବିଜେପି ନେତା ମନୋଜ ସିହ୍ନା
Read More...

ରାଜ୍ୟରେ ୯୦୫ ନୂଆ ପୁଲିସ ପଦବୀ : ସୃଷ୍ଟି ୬ଟି ନୂଆ ଥାନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ପୁଲିସରେ ୯୦୫ଟି ପଦବୀରେ ନିଯୁକ୍ତି ପାଇଁ ଅନୁମୋଦନ ଦେଇଛନ୍ତି । ୨୨୦ଟି ପୁଲିସ ଷ୍ଟେସନ ପାଇଁ ଏହି ୯୦୫ ପଦବୀ ପୂରଣ ହେବା ସହିତ ୬ଟି ନୂଆ ଆଉଟପୋଷ୍ଟକୁ ମଧ୍ୟ ମଞ୍ଜୁରି ଦେଇଛନ୍ତି । ୬ଟି ନୂଆ ଆଉଟପୋଷ୍ଟକୁ ଅଧିକ ମଜବୁତ କରିବାକୁ ନେଇ
Read More...

ଅଗଷ୍ଟ ଶେଷ ସପ୍ତାହରେ ବସିପାରେ ବିଧାନସଭା

ଭୁବନେଶ୍ୱର : ଚଳିତ ମାସ ଶେଷ ସପ୍ତାହରେ ବିଧାନସଭାର ମୌସୁମୀ ଅଧିବେଶନ ଆହ୍ୱାନ କରାଯାଇପାରେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେ ନେତା ସନ୍ତୋଷ ସିଂ ସାଲୁଜା । ଶ୍ରୀ ସାଲୁଜା କହିଛନ୍ତି ଯେ, ଦୁଇଦିନ ତଳେ ସେ ବିଧାନସଭାର ଅଧିବେଶନ ଆହ୍ୱାନ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହିତ
Read More...

ତିନି ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର : ମୌସୁମୀ ବର୍ଷାର ଲୁଚକାଳି ପରେ ଲଘୁଚାପ ବର୍ଷା ରାଜ୍ୟବାସୀଙ୍କ ପାଇଁ ଆଶ୍ୱସନା ଆଣି ଦେଇଛି । ଆସନ୍ତା ୯ ତାରିଖରୁ ଆସୁଥିବା ଅନ୍ୟ ଏକ ଲଘୁଚାପ ତିନିଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପୁର୍ବାନୁମାନ କରିଛି । ଏଥିସହ ଆସନ୍ତାକାଲି ପାଇଁ
Read More...

ବଲାଙ୍ଗିର ଓ ସୋନପୁର ଜିଲ୍ଲାକୁ ନେଇ ଗଠିତ ହେଲା “ସୁପକାର ସଂଘ”

ବଲାଙ୍ଗିର : ଆଜି ସ୍ଥାନୀୟ ବରପାଲି ପଡା ମାନସି ମଣ୍ଡପ ଠାରେ ବଲାଙ୍ଗିର ଓ ସୋନପୁର ଜିଲ୍ଲ୍‌ାର ମିଳିତ ପ୍ରଚେଷ୍ଟାରେ ସୁପକାର ସଂଘ ଗଠିତ ହୋଇଯାଇଛି । କରୋନା ସମୟରେ କୋଭିଡ ନିୟମ ପାଳନ ସହ ସାମାଜିକ ଦୂରତାକୁ ରକ୍ଷା କରି ଉଭୟ ଜିଲ୍ଲାର କର୍ମକର୍ତ୍ତାମାନଙ୍କ ମଧ୍ୟରେ ଏକ ସଭା ଅନୁଷ୍ଠିତ
Read More...

ନିଜସ୍ୱ ଉଦ୍ୟମରେ ସାହିକୁ ସାନିଟାଇଜ୍ କଲେ କ.ନୂଆଗାଁର ସଚେତନଶୀଳ ନାଗରିକ

କ.ନୂଆଗାଁ : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ .ନୂଆଗାଁର ଚଣାପଦର ଗ୍ରାମରୁ କରୋନା ପଜିଟିଭ୍ ଚିହ୍ନଟ ପରେ ଚଣାପଦରକୁ ସଂପୂର୍ଣ ରୁପେ ସାନିଟାଇଜ କରାହୋଇନଥିବା ଅଭିଯୋଗ ଆଣିଛନ୍ତି ଅଂଟଳବାସୀ । ପ୍ରଶାସନ ତରଫରୁ ଆଖିଦୃଶିଆ କେତୋଟି ଘରକୁ ସାନିଟାଇଜ କରି ଚୁପ ରହିଥିବା ବେଳେ ଆତଙ୍କିତ ଅବସ୍ଥାରେ
Read More...

ଆଜି ସମ୍ବଲପୁରରେ ୩୯ ଜଣ ନୂଆ ପଜିଟିଭ ଚିହ୍ନଟ, ଜଣେ ମୃତ

ସମ୍ବଲପୁର,୭/୮- ଆଜି ସମ୍ବଲପୁର ଜିଲ୍ଲାରେ ୩୯ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଜଣେ ୬୧ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ମହିଳା ଜଣକ ପୂର୍ବରୁ ଶ୍ୱାସରୋଗରେ ପୀଡ଼ିତ ଥିଲେ ଓ ତାଙ୍କର ପୁଅକୁ ଗତ କିଛିଦିନ ପୂର୍ବେ ଏକ ଅପହରଣ ମାମଲାର ଚୋରି ସୁନା ଅଳଙ୍କାର
Read More...

୧୦ଦିନ ହେବ ଅନ୍ଧାରରେ ଦେଓଝର ବାସୀ

ଯୋଡା :ଯୋଡା ବ୍ଲକ ଅନ୍ତର୍ଗତ ଦେଓଝର ପଞ୍ଚାୟତ ଦେଓଝର ଗ୍ରାମବାସୀମାନେ ୧୦ଦିନ ହେବ ଅନ୍ଧାରରେ ରହିଆସୁଛନ୍ତି । ଦୀର୍ଘ ଦିନ ହେବ ଏହି ଗ୍ରାମଟି ଅନ୍ଧାରରେ ରହୁଥିବା ବେଳେ ଗ୍ରାମବାସୀଙ୍କ ଅନୁରୋଧକ୍ରମେ ଜିନ୍ଦଲ କମ୍ପାନୀ ଦେଓଝର ପଞ୍ଚାୟତର ତାରିଣୀ ମନ୍ଦିର ଛକ ନିକଟରେ ୬୩ କେଭିର ଏକ
Read More...