ସହସମ୍ପାଦକ ପଜିଟିଭ ଚିହ୍ନଟ ହେଲାପରେ ସମ୍ପୃକ୍ତ କାର୍ଯ୍ୟାଳୟ ସିଲ୍
ସମ୍ବଲପୁର : ଏଠାରେ ଏକ ପ୍ରମୁଖ ଗଣମାଧ୍ୟମର ଜଣେ ସହସମ୍ପାଦକ ପଜିଟିଭ ଚିହ୍ନଟ ହେଲାପରେ ସମ୍ପୃକ୍ତ ଦୈନିକ ଖବରକାଗଜକୁ ଗତକାଲି ସିଲ୍ କରିଦିଆଯାଇଛି । ସମ୍ବଲପୁର ଜିଲ୍ଲାରେ ଗଣମାଧ୍ୟମର କର୍ମୀ ଭାବରେ ଏହା ହେଉଛି କରୋନା ପଜିଟିଭ ହେବାର ପ୍ରଥମ ମାମଲା । ଏହି ଖବର ସାର୍ବଜନୀକ ହେଲାପରେ ଏଠାକାର!-->…
Read More...
Read More...