ନାଡା ଓ ୟୁଏଇ ମିଳିତ ଭାବେ କରିବେ ଆଇପିଏଲ୍ ଖେଳାଳିଙ୍କ ଡୋପ୍ ଟେଷ୍ଟ
ନୂଆଦିଲ୍ଲୀ : ଚଳିତ ବର୍ଷର ଆଇପିଏଲ୍ ଟୁର୍ଣ୍ଣାମେଣ୍ଟକୁ ସୁରକ୍ଷିତ ରଖିବା ପାଇଁ ଭାରତ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମିଳିତ ଭାବେ କେତେକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଇପିଏଲ୍ ସମୟରେ ଖେଳାଳିମାନଙ୍କର ନିୟମିତ ଡୋପ୍ ଟେଷ୍ଟ ହେବ । ଏହି!-->…
Read More...
Read More...