ଆବର୍ଜନା ଗାଡ଼ିରେ ଓଡ଼ିଆ ମହିଳାଙ୍କ ଶବବୁହା ଘଟଣା: ତାମିଲନାଡୁ ସରକାରଙ୍କୁ ଏନ୍‌ଏଚ୍‌ଆରସି ନୋଟିସ୍‌

ନୂଆଦିଲ୍ଲୀ : ନିକଟରେ ତାମିଲନାଡୁରେ ଜଣେ ଓଡ଼ିଆ ମହିଳାଙ୍କ ମୃତ ଦେହକୁ ଆବର୍ଜନା ବୁହା ଟ୍ରକରେ ବୁହାଯାଇଥିଲା । ଏହା ଏକ ମାନବିକ ଅଧିକାର ଉଲ୍ଲଙ୍ଘନ ବୋଲି ଦର୍ଶାଇ ସୁପ୍ରିମ୍‌କୋର୍ଟ ଓକିଲ ତଥା ମାନବିକ ଅଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବିକ ଅଧିକାର କମିଶନ
Read More...

ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ , ଭିଏସସନଗର ତରଫରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଭିଏସସନଗର ସରକାରୀ ହାଇସ୍କୁଲରେ ସର୍ବାଧିକ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ଲୋପାମୁଦ୍ରା ଦାସ , ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଇତିଶ୍ରୀ ଦାଶ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପବିତ୍ର
Read More...

ବଲାଙ୍ଗୀର ଜିଲ୍ଲା ପୁଣି ୩୧ ପଜିଟିଭ ଚିହ୍ନଟ

ବଲାଙ୍ଗୀର : ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ତଥ୍ୟ ଅନୁସାରେ ଗତ ୨୪ଘଣ୍ଟା ଭିତରେ ଜିଲ୍ଲାରୁ କୋଭିଡ଼ ୧୯ ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ୩୧ ଜଣ । ଏହା ସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଖ୍ୟା ପହଞ୍ଚିଛି ୭୫୪, ସେମାନଙ୍କ ମଧ୍ୟରୁ ୪୩୦ଜଣଙ୍କ ସୁସ୍ଥ ହୋଇଛନ୍ତି । ୩୨୪ ସକ୍ରୀୟ
Read More...

ଆସୁଛି ଆଉ ଏକ ଲଘୁଚାପ, ବଢିବ ବର୍ଷା

ଭୁବନେଶ୍ୱର : ଆସନ୍ତାକାଲିଠାରୁ ରାଜ୍ୟରେ ଦୁଇଦିନ ତିନି ପର୍ଯ୍ୟନ୍ତ ବର୍ଷା ବଢିବାର ସମ୍ଭାବନା ରହିଛି । ଉତ୍ତର-ପଶ୍ଚିମବଙ୍ଗ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏହି ବର୍ଷା ସମ୍ଭାବନାକୁ ବଢାଇ ଦେଇଛି ବୋଲି ଭୁବନେଶ୍ୱର ସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଲଘୁଚାପର
Read More...

ଦୈନିକ ୧ଲକ୍ଷ କରୋନା ଟେଷ୍ଟ ପାଇଁ ନିଷ୍ପତ୍ତି

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣର ଗ୍ରାଫ୍ ଯଦିଓ ତଳମୁହାଁ ହୋଇଛି ତଥାପି ଦୈନିକ ଟେଷ୍ଟିଂ ପରିସରକୁ ବୃଦ୍ଧି ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଏକଲକ୍ଷ ଦୈନିକ କରୋନା ଟେଷ୍ଟ କରିବାକୁ ସରକାର ପ୍ରସ୍ତୁତ ହୋଇଛନ୍ତି ବୋଲି ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ
Read More...

ପ୍ରକାଶ ପାଇଲା ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୦ ବର୍ଷର ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ ଆଜି ପରିଷଦର କାର୍ଯ୍ୟାଳୟରେ ପ୍ରକାଶ ପାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପରୀକ୍ଷା ପୁସ୍ତିକାକୁ ଉନ୍ମୋଚିତ କରିବା ପରେ ପରିଷଦର ଦୁଇଟି ୱେବସାଇଟରେ
Read More...

ଟେଷ୍ଟିଂ ପାଇଁ ସ୍ୱେଚ୍ଛାକୃତ ଭାବେ ଆଗେଇ ଆସିବାକୁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ମୁକାବିଲା ନେଇ ରାଜ୍ୟର ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅର୍ଥ ଅଭାବରୁ କେହି ଜଣେ ବି କୋଭିଡ ରୋଗୀ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବନାହିଁ । ରାଜ୍ୟ ସରକାର କୋଭିଡ ରୋଗୀଙ୍କ
Read More...

ଗଜପତିରେ ପୁଣି ୭୦କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୭ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆଜିର ଚିହ୍ନଟଙ୍କ ମଧ୍ୟରୁ ଗୋଶାଣୀରୁ ୫ ଜଣ, ଗୁମ୍ମା ବ୍ଳକରୁ ୯ଜଣ, ପାରଳାପୌର ପରିଷଦରୁ ୩୫ ଜଣ, କାଶୀନଗର ବ୍ଳକରୁ ୫, ଆର.ଉଦୟଗିରି ବ୍ଲକରୁ ୧୦ ଜଣ ମୋହନା ବ୍ଳକରୁ
Read More...

ଆସନ୍ତା ଦୁଇ ବର୍ଷ ମଧ୍ୟ ଧୋନି ଆଇପିଏଲ୍‌ ଖେଳିବେ

ନୂଆଦିଲ୍ଲୀ : ଚଳିତ ବର୍ଷ ହେବାକୁ ଥିବା ଆଇପିଏଲ୍‌ରେ ମହେନ୍ଦ୍ର ସିଂ ଧୋନି ସାମିଳ୍‌ ହୋଇ ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି । ସେ ଚେନ୍ନାଇ ସୁପରକିଙ୍ଗିସ୍‌ (ସିଏସ୍‌କେ) ପାଇଁ ଖେଳିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି । କେବଳ ସେତିକି ନୁହେଁ, ୨୦୨୧
Read More...

ରାଜସ୍ଥାନ ରୟାଲ୍ସ କୋଚ୍‌ଙ୍କୁ କରୋନା

ନୂଆଦିଲ୍ଲୀ : ଆଇପିଏଲ୍‌ର ଅନ୍ୟତମ ଫ୍ରାଞ୍ଚାଇଜ୍‌ ଟିମ୍‌ ରାଜସ୍ଥାନ ରୟାଲ୍ସର ଫିଲ୍ଡିଂ କୋଚ୍‌ ଦିଶାନ୍ତ ୟାଗନିକ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ବୁଧବାର ଦଳ ପକ୍ଷରୁ ଏହି ଘୋଷଣା କରାଯାଇଛି । ଆଇପିଏଲ୍‌ ଦଳଗୁଡ଼ିକ ଭିତରୁ କେହି କରୋନା ପଜିଟିଭ୍‌ ଚିହ୍ନଟ ହେବା ଏହା ପ୍ରଥମ । ଆଗକୁ
Read More...