ଲଘୁଚାପ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତିଲେ ପରିବାର

ବୌଦ୍ଧ/ଜହ୍ନାପଙ୍କ,୧୪/୮- ବୌଦ୍ଧବ୍ଳକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଗ୍ରାମର ପିତ୍ତ ଛତ୍ରଙ୍କ ଚାଳ ଛପର ଘର ଗତ ବିଳମ୍ବିତ ରାତିରେ ଲଘୁଚାପଜନିତ ବର୍ଷାରେ ଏକ କାନ୍ଥ ଭାଙ୍ଗିଯାଇଛି । ତେବେ ଘରେ ଶୋଇଥିବା ପରିବାରର ୬ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସୂଚନା ଅନୁସାରେ
Read More...

ପୁଣି ରାଜ୍ୟରେ ୧୯୭୭ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର ୧୪ ।୮: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ୧୯୭୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୪୬୩୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ
Read More...

ଜିଲ୍ଲାରେ ଆଣ୍ଟିଜେନ ସ୍ୱାବ ଟେଷ୍ଟିଂ ପାଇଁ ଲମ୍ବାଲାଇନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନିୟନ୍ତ୍ରଣ କରିବା ସକାଶେ ଜିଲ୍ଲା ପ୍ରଶାସନ ବିଭିନ୍ନ ସଚେତନତା ଓ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ସହରବାସୀ ମଧ୍ୟ ଜିଲ୍ଲା ପ୍ରଶାସନକୁ ସହଯୋଗ କରି
Read More...

କୋଭିଡ-୧୯ ଉପରେ ସଚେତନତା କଲେ ଲିଙ୍ଗରାଜ ପାଣିଗ୍ରାହୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା କାଶୀନଗର ବ୍ଳକର ବୁଦୁରା ଗ୍ରାମ ପଞ୍ଚାୟତର ବଥବା ଗ୍ରାମରେ ହେଲପ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଂପାଦକ ଲିଙ୍ଗରାଜ ପାଣିଗ୍ରାହୀ କୋଭିଡ-୧୯ ଉପରେ ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ କୋଭିଡ-୧୯ ସଚେତନତା କରାଇଛନ୍ତି । ମାସ୍କ ପିନ୍ଧିବା, ସାମାଜିକ
Read More...

ମୁଣ୍ଡାଗାଁ ଡ୍ୟାମରୁ ଅଜଣା ମହିଳା ମୃତଦେହ ଉଦ୍ଧାର

ପାଟଣାଗଡ: ବଲାଙ୍ଗିର ଜିଲ୍ଲା ବେଲପଡା ଥାନାର ଆଜି ମୁଣ୍ଡାଗାଁ (ଦର୍ଲିମୁଣ୍ଡା) ଅଜଣା ମହିଳା ମୃତଦେହ ଉଦ୍ଧାର କରିଛି ବେଲପଡା ପୁଲିସ । ମୃତ ମହିଳାଙ୍କ ବୟସ ପାଖାପାଖି ୩୫ବର୍ଷ ହେବାର ଅନୁମାନ କରାଯାଇଛି । ଏ ଯାଏଁ ତା\'ର ପରିଚୟ ମିଳନ ଥିବା ବେଳେ ତାକୁ କେହି ହତ୍ୟା କରି ପାଣିରେ
Read More...

ଜିଲ୍ଲାରେ ବିଜୁ କୃଷକ ଯୋଜନା ଫେଲ୍ !

ବୌଦ୍ଧ,୧୪/୮ - କୋଟି କୋଟି ଟଙ୍କା ବ୍ୟୟ କରି ବିଜୁ କୃଷକ ଯୋଜନା ମାଧ୍ୟମରେ ଜଳ ସେଚନର ସୁବିଧା ଯୋଗାଇବା ପାଇଁ ଗଭୀର ନଳକୂପ ସେଚ କାର୍ଯ୍ୟକ୍ରମ ସରକାର ବୌଦ୍ଧ ଜିଲ୍ଲାରେ ଆରମ୍ଭ କରାଇଥିଲେ l ଓଡିଶା ଉଠା ଜଳ ସେଚନ ନିଗମ ମାଧ୍ୟମରେ ବୌଦ୍ଧ ଜିଲ୍ଲାର ଅନେକ ଚାଷୀ ଆବେଦନ କରି ଏ ଯୋଜନାରେ
Read More...

ଲୋକନାଥ ହତ୍ୟାକାଣ୍ଡ ମାମଲା, ଗୃହ ବିଭାଗକୁ ଚିଠି ଲେଖିଲେ ଜିଲ୍ଲାପାଳ

ବୌଦ୍ଧ,୧୪/୮ – କଣ୍ଟାମାଳ ଥାନା ଖମନମୁଣ୍ଡା ଗ୍ରାମ ପଂଚାୟତର ବିଜେପି କର୍ମୀ ଲୋକନାଥ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ବିଜେପିର ସିବିଆଇ ଦାବି ସଂପର୍କରେ ଜିଲ୍ଲାପାଳ ରାଜ୍ୟ ଗୃହ ବିଭାଗର ଅତିରିକ୍ତ ସଚିବଙ୍କ ନିକଟକୁ ଗତକାଲି ଚିଠି ଲେଖିଥିବା ଜଣାପଡିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୃତକଙ୍କ
Read More...

ସାହାଜପାଲ ନିକଟରେ ବଲେରୋ ଦୁର୍ଘଟଣା, ୨ ଗୁରୁତର

ବୌଦ୍ଧ,୧୪/୮ - ଗତ ବିଳମ୍ବିତ ରାତିରେ ଜାତୀୟ ରାଜପଥ ନମ୍ବର୍ ୫୭ର ସାହାଜପାଲ୍ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ବଲେରୋ ଦୁର୍ଘଟଣା ଘଟିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱରରୁ କଳାହାଣ୍ଡି ଯାଉଥିବା ଏକ ବୋଲେରୋ ଓ.ଆର ୦୮ ଜି ୮୨୦୦ ବୌଦ୍ଧ ବ୍ଲକ୍ ବlଉଁଶୁଣି ଥାନା
Read More...

କାର୍ ଓ ବାଇକ ମଧ୍ୟରେ ଧକ୍କା, ବାଇକ ଆରୋହୀ ଗୁରୁତର

ବୌଦ୍ଧ - ଆଜି ରାତି ପ୍ରାୟ ଘ 8. 30 ମିନିଟ ସମୟରେ ବୌଦ୍ଧ ସହର କୋର୍ଟ ଛକ ନିକଟରେ ଗୋଟିଏ କାର୍ ଓ ବାଇକ ମଧ୍ୟରେ ଧକ୍କା ହେବାରୁ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ କୋଭିଡ ହସପିଟାଲରେ ସିକୁରିଟି ଗାର୍ଡ ଭାବରେ କାମ କରୁଥିବା ସାନ ବାଗବର୍
Read More...

ବୌଦ୍ଧ : ଜିଲ୍ଲାପାଳ କରିବେ ପତାକା ଉତ୍ତୋଳନ

ବୌଦ୍ଧ ,୧୩/୮- ବୌଦ୍ଧ ଜିଲ୍ଲାସ୍ତରୀୟ 74 ତମ ସ୍ବାଧୀନତା ଦିବସ ବୌଦ୍ଧ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିବେ | କୋଭିଡ କଟକଣା ଯୋଗୁଁ ସ୍ୱଳ୍ପ ସଂଖ୍ୟକ ସରକାରୀ କର୍ମଚାରୀ, ଅତିଥି ଓ କରୋନା ଯୋଦ୍ଧା ମାନଙ୍କୁ ନେଇ କଚେରୀ ପଡିଆ ଠାରେ
Read More...