ଫୁଲବାଣୀ ପ୍ରେସ କ୍ଳବ ଠାରେ ରାଜୁ ନାୟକଙ୍କ ସ୍ମୃତିରେ ଶୋକ ସଭା
ଫୁଲବାଣୀ, ୧୩/୮ - ଆଜି ଫୁଲବାଣୀ ପ୍ରେସ କ୍ଳବ ପକ୍ଷରୁ ପ୍ରେସ କ୍ଳବ ଠାରେ ରାଜୁ ନାୟକଙ୍କ ସ୍ମୃତିରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି।ଏଥିରେ ପ୍ରେସ କ୍ଳବ ସଭାପତି ଶିଵ ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ୱରେ ସମ୍ପାଦକ ଅଜିତ ମହାରଣାଙ୍କ ପୌରହିତ୍ୟ ରେ ଉପସ୍ଥିତ ପ୍ରେସ କ୍ଳବର ସଦସ୍ୟ ମାନେ!-->…
Read More...
Read More...