କରୋନା ଲଢ଼େଇରେ ଅଗ୍ରଣୀ ଯୋଦ୍ଧା : ମାସ୍କ ପ୍ରସ୍ତୁତିରେ ଏସଏଚଜି ମହିଳାଙ୍କ ଉଲ୍ଲେଖନୀୟ ଭୂମିକା

କରୋନା ଭୂତାଣୁ କବଳରୁ ରକ୍ଷା ପାଇବାର ଅନ୍ୟତମ ପ୍ରଭାବୀ ଉପାୟ ହେଉଛି ମୁହଁରେ ମାସ୍କ ପିନ୍ଧିବା । ସେଥିପାଇଁ ଘରୁ ବାହାରକୁ ଯାଉଥିବା ଲୋକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ଏଭଳି ସ୍ଥିତିରେ ଦେଶରେ ମାସ୍କ ଚାହିଦା ମେଂଟାଇବା ଉଦ୍ଦେଶ୍ୟରେ
Read More...

ବହିରା ସଙ୍ଗରୋଧ ଶିବିର : ଭିଡିଓ ଭାଇରାଲ ପରେ ଫିଟୁଛି ଅବ୍ୟବସ୍ଥାର ଗୁମର

ବୌଦ୍ଧ :- ସମସ୍ତ ଗ୍ରାମପଞ୍ଚାୟତରେ ଅସ୍ଥାୟୀ ସଙ୍ଗରୋଧ ଶିବିରମାନ ଖୋଲାଯାଇ ସବୁ ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ଡିଣ୍ଡିମ ପିଟୁଥିଲେ ମଧ୍ୟ ବାସ୍ତବରେ ସତ କେତେ ରହୁଥିବା ଲୋକ ଠିକ୍ ଜାଣନ୍ତି । ବୌଦ୍ଧବ୍ଲକ ବହିରା ପଞ୍ଚାୟତ ହାଇସ୍କୁଲ ପରିସରରେ ଖୋଲାଯାଇଥିବା ଅସ୍ଥାୟୀ
Read More...

ମୁଣ୍ଡିପଦର ଗ୍ରାମପଞ୍ଚାୟତ : ସାମାଜିକ ଦୂରତାକୁ କରୁଛି ବାରମ୍ବାର ବେଖାତିର

ବୌଦ୍ଧ:ବୌଦ୍ଧବ୍ଲକ ଅନ୍ତର୍ଗତ ମୁଣ୍ଡିପଦର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସାମାଜିକ ଦୂରତା ନିୟମକୁ ବାରମ୍ବାର ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳୁଛି । ସରପଞ୍ଚ ଜେଲରେ ଥାଇ ନିଲମ୍ବିତ ହୋଇଥିବାବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିୟମିତ ଉପସ୍ଥିତ ରହୁନଥିବାରୁ ଏଭଳି ଘଟୁଥିବା ଅଭିଯୋଗ
Read More...

ତୁଷୁରାରେ କରୋନା ପଜିଟିଭ : ବୌଦ୍ଧଜିଲ୍ଲା କଣ୍ଟାମାଳ ଅଞ୍ଚଳରେ ଲୋକେ ଭୟଭୀତ

ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକ ରୁଷୁଡା ଗ୍ରାମପଞ୍ଚାୟତର ଲିଖିରିଆ ଗ୍ରାମରେ ତାମିଲନାଡୁ ଫେରନ୍ତା ଶ୍ରମିକ ଦେହରେ କରୋନା ପଜିଟିଭ ଦେଖାଯିବାପରେ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି । ତେଲନଦୀର ଅପରପାଶ୍ୱର୍ରେ ରୁଷୁଡା ଗ୍ରାମପଞ୍ଚାୟତର ସୀମାଥିବାରୁ ଓ ଦୈନନ୍ଦିନ ଉଭୟ ଅଞ୍ଚଳର ଲୋକଙ୍କ
Read More...

ସାମାଜିକ ଦୂରତା ରକ୍ଷାପାଇଁ ବିଜେପିର ଅଭିନବ ପ୍ରୟାସ : ଛତା ବ୍ୟବହାର କରି ସାମାଜିକ ଦୂରତା ରଖିହେବ: ଜିଲ୍ଲା ସଭାପତି

ବାଲିଗୁଡ଼ା: ସାରା ବିଶ୍ବକୁ କଲବଲ କରୁଛି କୋରନା । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଓଡ଼ିଶାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ଟପିଲାଣି।ସଂକ୍ରମଣକୁ ରୋକିବାକୁ ସରକାର ନେଉଛନ୍ତି ବିଭିନ୍ନ ପଦକ୍ଷେପ । ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ପାଇଁ ଜୋରସରରେ
Read More...

ଦାରିଙ୍ଗବାଡି ଥାନା ଅଧିକାରୀଙ୍କ ତତ୍ତ୍ୱାବଧାନରେ ଅଞ୍ଚଳବାସୀଙ୍କୁ ମାସ୍କ ବଣ୍ଟନ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କ ତତ୍ତ୍ୱାବଧାନରେ ଶ୍ରାନିକେତା ପଞ୍ଚାୟତର ସୁଲୁମାହା ଗ୍ରାମରେ ମାସ୍କ ବଣ୍ଟନ କରାଯାଇଛି । ଦିନକୁଦିନ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମହାମାରୀ କରୋନା ଭୁତାଣୁର ମୁକାବିଲା କରିବା ପାଇଁ
Read More...

ଆଜି ପୁଣି ଯାଜପୁରରେ ୫ ନୂଆ ପଜିଟିଭ

ଭୁବନେଶ୍ୱର : ରାଜ୍ୟର ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ବେଲଗାମ୍ ହୋଇଥିବା କୋଭିଡ-୧୯ କରୋନା ଆଜି ପୁଣି ଯାଜପୁର ଜିଲ୍ଲାରେ ଦେଖାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଶନିବାର ପ୍ରଥମ ବୁଲେଟିନରେ ୫ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି । ଏମାନେ ସମସ୍ତେ କୋଲକତା ଫେରନ୍ତା ଓ
Read More...

କରୋନା ସଚେତନତା ପାଇଁ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କ ଅଭିନବ ପ୍ରୟାସ,ଗୀତ ଗାଇଲେ

ବାଲିଗୁଡ଼ା: ସାରା ବିଶ୍ବରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିଚାଲିଛି । ଅନ୍ୟପଟେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ବାଲିଗୁଡ଼ା ବ୍ଲକ୍ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ଗୋକୁଳ ଚାନ୍ଦ ଓ ବାଲିଗୁଡ଼ା ଉପଖଣ୍ଡ
Read More...

ଭୁବନେଶ୍ୱର ରେଳ ସଦନ ଅତିଥି ଗୃହରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ଭୁବନେଶ୍ୱର ଚନ୍ଦ୍ରଶେଖର ସ୍ଥିତ ରେଳ ସଦନ ଅତିଥି ଗୃହରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତି ହୋଇଛି । ଅଗ୍ନିକାଣ୍ଡର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରୁଛି । https://www.youtube.com/watch?v=4GDE7Hgp-So
Read More...

ପୁଣି ବଢିଲା ଲକଡାଉନ

ନୂଆଦିଲ୍ଲୀ : ଦେଶରେ କରୋନା ସଂକଟରୁ ମୁକୁଳିବା ପାଇଁ ଲକଡାଉନକୁ ପୁଣିଥରେ ବଢାଇ ଦିଆଯାଇଛି । ଆସନ୍ତା ମଇ ୩ ତାରିଖରେ ଦ୍ୱିତୀୟ ଚରଣ ଲକଡାଉନର ଅବଧି ଶେଷ ହେବାର ଥିଲା । କିନ୍ତୁ ଆଜି ପୁଣି ଥରେ କେନ୍ଦ୍ର ସରକାର ଲକଡାଉନକୁ ଆସନ୍ତା ୨ ସପ୍ତାହ ଅର୍ଥାତ୍ ମଇ ୧୭ ତାରିଖ ପର୍ଯ୍ୟନ୍ତ ବଢାଇ
Read More...