ସମ୍ବଲପୁରରେ ୧୬୮ ନୂଆ ପଜିଟିଭ ଚିହ୍ନଟ ସହିତ କରୋନା ରେକର୍ଡ ଭାଙ୍ଗିଲା
ସମ୍ବଲପୁର : ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜିକାର ଘୋଷଣା ଅନୁସାରେ ସମ୍ବଲପୁର ଜିଲ୍ଲାରେ ୧୬୮ ନୂଆ ପଜିଟିଭ ଚିହ୍ନଟ ସହିତ କରୋନା ରେକର୍ଡ ଭାଙ୍ଗିଲା । ଏପର୍ଯ୍ୟନ୍ତ ସଦ୍ୟତମ ସ୍ଥିତି ଅନୁସାରେ ଏହି ଜିଲ୍ଲା ରେ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୧୧୬୯ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ଦୁଇ!-->…
Read More...
Read More...