ନୂଆଁଖାଇ ପାଇଁ କଟକଣା କୋହଳ ଦାବି କଲେ ସାଂସଦ ପୂଜାରୀ
ସମ୍ବଲପୁର : ସାଂସଦ ସୁରେଶ ପୂଜାରୀ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ ପାଇଁ କୋଭିଡ଼ କଟକଣା କୋହଳ କରିବା ପାଇଁ ଓଡ଼ିଆର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ସାଂସଦ ପୂଜାରୀ ଉଲ୍ଲେଖ କରିଛନ୍ତି ଯେ ନୂଆଁଖାଇ ଆମ ଓଡ଼ିଶାର ଏକ ବିଶିଷ୍ଟ ଗଣପର୍ବ ଯାହାକି ପୃଥିବୀ ପ୍ରସିଦ୍ଧ!-->…
Read More...
Read More...