ନୂଆଖାଇ ପାଇଁ ନିର୍ମାଣ ହେଲା କ୍ଷୁଦ୍ର ଚଳଚ୍ଚିତ୍ର “ସଲଖିଲା ଜୀବନ’

ବୌଦ୍ଧ - ଆଗକୁ ଆସୁଛି ପଶ୍ଚିମ ଓଡ଼ିଶାର ଭାଇଚାରାର ଗଣପର୍ବ ନୂଆଖାଇ । ଏହାକୁ ନେଇ ବୌଦ୍ଧ ଜିଲ୍ଲାରେ ନିର୍ମାଣ ହୋଇଛି ଏକ କ୍ଷୁଦ୍ର ଚଳଚ୍ଚିତ୍ର "ସଲଖିଲା ଜୀବନ' । ପ୍ରାଚୀନ ପରମ୍ପରାକୁ ବଜାୟ ରଖିବା ସହିତ ଉଚ୍ଚ ନୀଚ ଭେଦ ଭାବ ନ ରଖି ଭାଇ ଭାଇ ସମ୍ପର୍କରେ ନୂଆଖାଇ ପାଳିବା ନେଇ ବାର୍ତ୍ତା…
Read More...

ହୀରାଞ୍ଚଳର ପ୍ରଭାବ : ପରିତ୍ୟକ୍ତ ନଳକୂପ ହେଲା ମରାମତି

ବୌଦ୍ଧ /ବାଉଁଶୁଣି- କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ଗ୍ରାମ ପଂଚାୟତର ଦେଉଳି ଗ୍ରାମରେ ରାସ୍ତା କଡରେ ଥିବା ଗୋଟିଏ ନଳକୂପ ଦୀର୍ଘ ୫ ବର୍ଷରୁ ଅଧିକ ସମୟ ଧରି ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିଲା । ଏ ସମ୍ପର୍କରେ ଖବର ଦୈନିକ ହୀରାଞ୍ଚଳ ଓ ହୀରାଞ୍ଚଳ ଲାଇଭ୍‌ରେ ପ୍ରସାରିତ ହେବାପରେ ପ୍ରଶାସନ…
Read More...

ସାମାଜିକ ଦୂରତା ରକ୍ଷା କରି ଗଣେଶ ପୂଜା ପାଳିତ

ବୌଦ୍ଧ /ବାଉଁଶୁଣି - କରୋନା ପାଇଁ ଜିଲ୍ଲାରେ ଗଣେଶ ପୂଜାର ମହକ ଫିକା ପଡି ଯାଇଥିବା ବେଳେ କେତେକ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରି ଗଣେଶ ପୂଜା ପାଳିତ ହୋଇଛି । ବାଉଁଶୁଣି ବୌଦିଆପଦା ଫ୍ରେଣ୍ଡସିପ ଅନ୍ ଲିମିଟେଡ ଗ୍ରୁପ୍ ତରଫରୁ ଆଜି ସାମାଜିକ ଦୂରତା ରକ୍ଷା କରି ଗଣେଶ ପୂଜା ପାରମ୍ପରିକ…
Read More...

ସମ୍ବଲପୁର ମହାନଗର ଅଞ୍ଚଳରେ ସ୍ଥିତି ପୁଣି ସଙ୍କଟାପନ୍ନ: ଆଜିକାର ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୧୪୫ ରହିଛି

ସମ୍ବଲପୁର:ଆଜିକାର ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୧୪୫ ଘୋଷଣା କରାଯାଇଛି ଓ ଏହା ସହିତ ସମ୍ବଲପୁର ମହାନଗର ଅଂଚଳର ପୁଣି ସଙ୍କଟାପନ୍ନ ହୋଇଛି । ଏଠାରେ ଗତ ପ୍ରାୟ ଦଶ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ଅନେକାଂଶରେ ନିୟନ୍ତ୍ରଣରେ ରହିଲା ପରେ ସ୍ଥିତି ପୁଣି ସଙ୍କଟାପନ୍ନ ଆଡ଼କୁ ଗତି କରୁଛି । ଆଜି ଗଣେଶ…
Read More...

ଗଜପତିରେ ପୁଣି ୬୨ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୬୨ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀ ବ୍ଳକରୁ ୫ ଜଣ, ଗୁମ୍ମାବ୍ଳକରୁ ୭ ଜଣ, ପାରଳା ପୌର ପରିଷଦରୁ ୨୨ ଜଣ, ଆର ଉଦୟଗିରି ବ୍ଳକରୁ ୧୦ଜଣ, ରାୟଗଡ ବ୍ଳକରୁ ୪ଜଣ, ମୋହନା ବ୍ଳକରୁ ୫ ଜଣ, କାଶୀନଗର…
Read More...

ବୌଦ୍ଧ : ଆଜି ନୂଆ ୬ ପଜିଟିଭକୁ ମିଶାଇ ଜିଲ୍ଲାର ମୋଟ ପଜିଟିଭ ସଂଖ୍ୟା ୫୧୬ ହେଲା

ବୌଦ୍ଧ,୨୨/୮ - ବୌଦ୍ଧଜିଲ୍ଲାରେ ଆଜି ନୂଆ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୬ ଜଣ ନୂତନ ପଜିଟିଭକୁ ମିଶାଇଲେ ଜିଲ୍ଲାରେ ମୋଟ୍‌ କରୋନା ପଜିଟିଭ ସଂଖ୍ୟା ୫୧୬ ହେଲା । ଆଜି ଚିହ୍ନଟ ହୋଇଥିବା ୬ ଜଣ ମଧ୍ୟରୁ ବୌଦ୍ଧ…
Read More...

କାର ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଦମ୍ପତି

ଜନହାପଙ୍କ: ବୌଦ୍ଧ ବଲାଙ୍ଗୀର ଜାତୀୟ ରାଜପଥ ୫୭ର ତେଲିବନ୍ଧ ବାହାଲ ପୋଲ ନିକଟରେ ଆଜି ସକାଳ ଭୋର ୪ ଟା ରେ ଏକ କାର ଓଡି ୩୩ ଜେଡ ୫୬୬୭ ଭାରସାମ୍ୟ ହରାଇ ରାସ୍ତା କଡରେ ବିଲ ମଧ୍ୟକୁ ପଶି ଯାଇଛି । ଏଥିରେ ଥିବା ଦମ୍ପତି ଅଳ୍ପକେ ବର୍ତ୍ତି ଯାଇଛନ୍ତି । କେହି ଆହତ ହୋଇନଥିବା ଜଣାଯାଇଛି…
Read More...

ବ୍ୟକ୍ତିଗତ ଘରୋଇ ପାଇଖାନା ନିର୍ମାଣରେ ଦୁର୍ନୀତି ଅଭିଯୋଗ

ବୌଦ୍ଧ: ଜିଲ୍ଲାରେ ସଚ୍ଛ ଭାରତ ଅଭିଯାନ ଯୋଜନାରେ ଗ୍ରାମାଞ୍ଚଳର ଗରୀବ ପରିବାରକୁ ସମ୍ପୁର୍ଣ୍ଣ ମାଗଣାରେ ସରକାର ୧୨ ହଜାର ଟଙ୍କାରେ ବ୍ୟକ୍ତିଗତ ଘରୋଇ ପାଇଖାନା ଯୋଗାଇ ଦେଉଛନ୍ତି । ଏ ଯୋଜନା ମାଧ୍ୟମରେ ଜିଲ୍ଲାର ସମସ୍ତ ପରିବାରକୁ ପାଇଖାନା ଯୋଗାଇଦେବାକୁ ନିଷ୍ପତ୍ତି ସରକାର ନେଇଥିଲେ ମଧ୍ୟ…
Read More...

ଦାରିଙ୍ଗବାଡି ଅଂଚଳରେ ଚୋର ଦେଶୀ ମଦ କାରବାର ବୃଦ୍ଧି : ଅବକାରୀ ବିଭାଗ ଚୁପ,ତାତିଲେ ଯୁବକ ଓ ନାରୀ ସଂଘ

ଦାରିଙ୍ଗବାଡି : କରୋନା ଭଳି ଏକ ମହାମାରୀ ସମୟରେ ଦାରିଙ୍ଗବାଡି ଅଂଚଳରେ ଚୋରା ଦେଶୀ ମଦ କାରବାର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଚୋରା ଦେଶୀ ମଦ କାରବାରକୁ ରୋକିବା ଦିଗରେ ଅବକାରୀ ବିଭାଗ ହାତବାନ୍ଧି ବସିଥିବା ବେଳେ ସ୍ଥାନୀୟ ଯୁବକ ସଂଘ ଓ ନାରୀ ସଂଘ ମାନେ ମଦ ବନ୍ଦ କରିବାକୁ ପ୍ରୟାସ…
Read More...

ପିକଅପ୍ ଧକ୍କାରେ ବାଇକ ଚାଳକ ଆହତ

ବୌଦ୍ଧ - ଜାତୀୟ ରାଜପଥ ନମ୍ବର୍ ୫୭ର ଚାରିଛକଠାରେ ଗତକାଲି ଅପରାହ୍ନରେ ଗୋଟିଏ ପିକଅପ୍ ସହ ବାଇକର ଧକ୍କା ହେବାରୁ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କୋଭିଡ୍ ଭୁବନେଶ୍ୱରର କିମସ କିମ୍ସ କୋଭିଡ୍ ହସପିଟାଲର ଗୋଟିଏ ପିକଅପ୍ ଭେନ ଓଡି୦୨ ବି ଏ ୮୨୪୪…
Read More...