ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ପକ୍ଷରୁ ୪୧ ୟୁନିଟ ରକ୍ତ ସଂଗ୍ରହ
ଜହ୍ନାପଙ୍କ : ବୌଦ୍ଧ ବ୍ଲକ ପୂର୍ଣଚନ୍ଦ୍ର ଉଚ୍ଚ଼ ବିଦ୍ୟାଳୟ ପରିସରରେ ରବିବାର ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ପଦ୍ମନପୁର ପଂଚାୟତ ସରପଞ୍ଚ ପ୍ରତାପ କିଶୋର ପରିଡ଼ା ଓ ମୁଣ୍ଡପଡା ସରପଞ୍ଚ ବିଦ୍ୟାଧର ସ୍ୱାଇଁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି!-->…
Read More...
Read More...