ଡିସିଏ କାଉନସିଲ ସଦସ୍ୟ କମଳ ଦଳେଇଙ୍କ ବିୟୋଗରେ ଶୋକସଭା

ବୌଦ୍ଧ,୨୩/୩:- ପୂର୍ବତନ କ୍ରିକେଟ ଖେଳାଳୀ ତଥା ଜିଲ୍ଲା କ୍ରିକେଟ ଆସୋସିଏସନର କାଉନସିଲ ସଦସ୍ୟ କମଳ କୁମାର ଦଳେଇଙ୍କ (୫୭ବର୍ଷ) ବୟସରେ ଆଜି ଭୋର୍‌ ସମୟରେ ପରଲୋକ ଘଟିଛି । ତାଙ୍କ ପରଲୋକରେ ବୌଦ୍ଧରେ ଶୋକର ଛାୟା ଖେଳିଯାଇଛି । ସରକାରୀ ଚାକିରୀ କରୁଥିବା ସ୍ୱର୍ଗତ ଶ୍ରୀ ଦଳେଇ ଜଣେ ମେଳାପୀ,
Read More...

ପେଡ ନିଉଜ ଉପରେ ରଖିବ ନଜର ଏମସିଏମସି

ପୁରୀ : ଚଳିତ ସାଧାରଣ ନିର୍ବାଚନରେ ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ଜିଲ୍ଲାରେ ଏମସିଏମସି ବା ମିଡିଆ ସାର୍ଟିଫିକେସନ ମନିଟରିଂ କମିଟି କାର୍ଯ୍ୟ କରୁଛି । ପୁରୀ ଜିଲ୍ଲା ଏମସିଏମସିର ଅଧ୍ୟକ୍ଷ ଜିଲ୍ଲାପାଳ ଥିବା ବେଳେ ସଦସ୍ୟ ଭାବେ ଉପଜିଲ୍ଲାପାଳ,ଅତିରିକ୍ତ ଉପ
Read More...

ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଲା ବାଇକ,ଦୁଇ ଗୁରୁତର

ହରଭଙ୍ଗା : ପୁରୁଣାକଟକ-ଧଳପୁର ପୂର୍ତ୍ତ ରାସ୍ତାର ବୁରୁବୁଡାଠାରେ ଶୁକ୍ରବାର ଅପରାହ୍ନରେ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ବାଇକରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇଥିବା ଜଣାପଡ଼ିଛି । ସୂଚନା ମତେ ଫୁଲବାଣୀ ଅଞ୍ଚଳର ମନୋଜ ସାହୁ(୪୦), ମିଥୁନ ସାହୁ( ୩୨) ଦୁଇଜଣ ଯୁବକ ବାହାଘର
Read More...

ସାଧାରଣ ନିର୍ବାଚନ ପୂର୍ବରୁ ଘୁ.ଉଦୟଗିରି ସହରରେ ପୁଲିସର ଫ୍ଲାଗ ମାର୍ଚ୍ଚ

ଘୁ ଉଦୟଗିରି: ଚଳିତ ସାଧାରଣ ନିର୍ବାଚନ ଘୋଷଣା ପରେ ସ୍ଥାନୀୟ ପୋଲିସ ତତ୍ପର ହୋଇଉଠିଛି । ନିର୍ବାଚନ କିଭଳି ଶାନ୍ତିଶୃଙ୍ଖଳାରେ ହେବ ତା ପୂର୍ବରୁ ପ୍ରାକ ପ୍ରସ୍ତୁତି ପୂର୍ବକ ସାଧାରଣ ଜନତାଙ୍କୁ ଜଣେଇବାକୁ ଆଜି ସ୍ଥାନୀୟ ସହରରେ ପୋଲିସ ଫ୍ଲାଗ ମାର୍ଚ୍ଚ କରିଛି । କୌଣସି ବିଶୃଙ୍ଖଳାକୁ ବରଦାସ୍ତ
Read More...

ଅପହଞ୍ଚ ଗାଁର ବିକାଶ ଦାବି, ପୂରଣ ନହେଲେ ଭୋଟ ବର୍ଜନ ଚେତାବନୀ

ଦେବଗଡ: ଦେବଗଡ଼ ଜିଲ୍ଲାରେ ଏପରି କିଛି ଗ୍ରାମ ଅଛି ଲୋକଙ୍କ ପାଇଁ ବିଭିନ୍ନ ମୌଳିକ ସୁବିଧା ଆଜି ବି ଅପହଂଚ ହୋଇପଡିଛି । ସରକାରଙ୍କ ସମସ୍ତ ଜନହିତକର ଯୋଜନା ଗ୍ରାମଗୁଡିକ ନିକଟରେ ପଂହଚି ପାରୁନି । ସମସ୍ତ ବ୍ୟବସ୍ଥା ଅଛି, କିନ୍ତୁ ତାର ସଠିକ ସୁଫଳ ଲୋକମାନେ ପାଇପାରୁନାହାଁନ୍ତି । ଗ୍ରାମରେ
Read More...

ବିପୁଳ ପରିମାଣର ଗଞ୍ଜେଇ ସହ ଦୁଇଟି କାର୍‌ ଜବତ,ତାମିଲନାଡୁ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା । ବାଲିଗୁଡ଼ା ଅଞ୍ଚଳରୁ ତାମିଲନାଡୁ ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍‌ ପକ୍ଷରୁ ଚଢ଼ାଉ । ଗଞ୍ଜେଇ ଚୋରା ଚାଲାଣ ବେଳେ ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ନିକଟସ୍ଥ ଡାବୁଡାକା ଘାଟି ନିକଟରେ ମାଡ଼ି ବସିଲା
Read More...

ଦୁର୍ଘଟଣାରେ ଚୋରମୁହାଁ ପଞ୍ଚାୟତର ସରପଞ୍ଚଙ୍କ ପରଲୋକ

ଯାଜପୁର : ଦୁର୍ଘଟଣାରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ର ଚୋରମୁହାଁ ପଞ୍ଚାୟତ ସରପଞ୍ଚ ପ୍ରଦ୍ୟୁମ୍ନ କେଶରୀ ମହାନ୍ତିଙ୍କ ପରଲୋକ ହୋଇଥିବା ଜଣାପଡିଛି । ପ୍ରଦ୍ୟୁମ୍ନଙ୍କ ମୃତ୍ୟୁ ଖବରରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ପ୍ରଦ୍ୟୁମ୍ନଙ୍କ ମର ଶରୀର ଧର୍ମଶାଳା ମେଡିକାଲ ପରିସରରେ ରଖାଯାଇଛି
Read More...

ଫାଲଗୁନ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁ ଚାଚେରୀ ବେଶ

ପୁରୀ : ଗତକାଲି ମଙ୍ଗଳବାର ଶ୍ରୀମନ୍ଦିରରେ ଫଗୁ ଦଶମୀ ଅନୁଷ୍ଠିତ ହୋଇଥିଲା । ତେବେ ଆଜି ଫାଲଗୁନ ଶୁକ୍ଳ ଏକାଦଶୀ ତିଥି । ଏହି ଅବସରରେ ମହାପ୍ରଭୁ ଚାଚେରୀ ବେଶ ଅନୁଷ୍ଠିତ ହୋଇଛି । ମଧ୍ୟାହ୍ନ ଧୂପ ବଢ଼ିବା ପରେ ମହାପ୍ରଭୁ ଚାଚେରୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ସେପଟେ
Read More...

ଅଞ୍ଚଳବାସୀଙ୍କ ପ୍ରଶଂସା ସାଉଁଟିଲା ଆଠମଲ୍ଲିକ ବନ ବିଭାଗ ;ଚିହ୍ନଟ ହେଲେ ଦୁଇଜଣ କିଡ଼ନୀ ଓ ଜଣେ ହୃଦରୋଗୀ,ମିଳିବ ମାଗଣା…

ଆଠମଲ୍ଲିକ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର କାପୁଲାଙ୍କ ସ୍ୱତନ୍ତ୍ର ଉଦ୍ୟମ କ୍ରମେ ଆଠମଲ୍ଲିକ ବ୍ଲକରେ ଥିବା ଉପାନ୍ତ ଅଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । କମଳପୁର ଓ କୁନ୍ଦପୁର ପ୍ରାଥମିକ ବିଦ୍ୟାଳୟର ୭୫ ଜଣ ଛାତ୍ରଛାତ୍ରୀଙ୍କ
Read More...

ସାପ ବିଷ ମାମଲା: ଏଲଭିଶଙ୍କ ପରେ ବନ୍ଧା ହେଲେ ଆଉ ୨ ଜଣ

ସାପ ବିଷ ମାମଲାରେ ଫେମସ ୟୁଟ୍ୟୁବର୍‌ ଏଲଭିଶ ଯାଦବଙ୍କ ଗିରଫ ପରେ ଆକ୍ସନ ମୁଡ୍‌ରେ ରହିଛି ନୋଏଡା ପୁଲିସ। ଏହି ମାମଲାରେ ପୁଲିସ ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଈଶ୍ୱର ଓ ବିନୟ। ଦିଲ୍ଲୀ ଏନ୍‌ସିଆର୍‌, ହରିଆଣାର ଅନେକ ଫାର୍ମ ହାଉସରେ ରେଭ୍‌
Read More...