ସ୍ୱେଚ୍ଛାକୃତ ରକ୍ତଦାନକୁ ପ୍ରୋତ୍ସାହନ ଯୋଗାଇବ “ଓଡ଼ିଶା ମୋ ପରିବାର’ , ୩.୫ ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ…

ଭୁବନେଶ୍ୱର : ବିଶ୍ୱ, ଦେଶ ତଥା ରାଜ୍ୟ ମହାମାରୀ କୋଭିଡ୍-୧୯ର ସଂକଟ ସମୟ ଦେଇ ଗତି କରୁଛି । ଏଭଳି ସମୟରେ ରକ୍ତ ସଂଗ୍ରହରେ ତିରୋଟ ଦେଖାଦେଇଛି । ଥାଲାସେମିଆ ତଥା ଅନ୍ୟ ରୋଗର ଶିକାର ହେଉଥିବା ପାଖାପାଖି ୮୦ ହଜାର ରୋଗୀଙ୍କ ପାଇଁ ରକ୍ତ ସଂଗ୍ରହରେ ବାଧା ସୃଷ୍ଟି ହୋଇଛି । ରାଜ୍ୟରେ ୫୬ଟି ରକ୍ତ
Read More...

ଟ୍ରକ୍ ଦୁର୍ଘଟଣାରେ ଚାଳକ ଘଟଣା ସ୍ଥଳରେ ମୃତ

ଫୁଲବାଣୀ,୨୬/୭ - କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦୁତିପଡ଼ା ଜଗନ୍ନାଥ ମନ୍ଦିର ନିକଟରେ ଗତ ରାତ୍ରିରେ କଟକରୁ ରାୟଗଡ଼ା ଯାଉଥିବା ଏକ ଆଇଚର୍ ଟ୍ରକରେ ହିନ୍ଦୁସ୍ଥାନ ୟୁନିଲିଭର କମ୍ପାନୀ ର ସାମଗ୍ରୀ ନେଇଯାଉଥିବା ବେଳେ ଭାରସାମ୍ୟ ହରାଇ ଜଗନ୍ନାଥ ମନ୍ଦିର ନିକଟରେ ଥିବା ଏକ
Read More...

ସରକାରୀ ଇ-ମାର୍କେଟରୁ ସାମଗ୍ରୀ ଓ ସେବା କିଣିବା ବ୍ୟବସ୍ଥାକୁ ନିଶ୍ଚିତ କରିବ ରେଳବାଇ

ରେଳବାଇ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ଉତ୍ପାଦିତ ହେଉଥିବା ସାମଗ୍ରୀକୁ ରେଳବାଇ ପ୍ରୋତ୍ସାହିତ କରିବା ଏବଂ ସେସବୁ ସାମଗ୍ରୀ କିଣିବା ନେଇ ଥିବା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ଅବସରରେ ଶ୍ରୀ ଗୋଏଲ ସଂପୃକ୍ତ
Read More...

ବିନା କାଗଜପତ୍ର ଚାଲୁଛି ଲୋଡର, ପୁଲିସ୍ ଆଦାୟକଲା ୭୦ ହଜାର ଜୋରିମାନା

ଯୋଡା: ଖଣି ଅଞ୍ଚଳରେ ଅଧିକାଂଶ ଲୋଡର ବିନା କାଗଜପତ୍ରରେ ଚାଲୁଥିବା ଜଣାପଡିଛି । ଗୁରୁବାର ସନ୍ଧ୍ୟାରେ ବାଂଶପାଣି ଠାରେ ଏକ ପ୍ଲଟରେ ଲୁହା ପିଲେଟ ବୋଝେଇ କରୁଥିବା ଏକ ଲୋଡରକୁ ଯୋଡା ପୁଲିସ, ବଡବିଲ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଏ.ଆର.ଟି.ଓ) ଜବତ କରି ୭୦ ହଜାର ୮ଶହ ୨୫ ଟଙ୍କା
Read More...

କରୋନା ଯୋଦ୍ଧା ଭାବେ ସମ୍ବାଦିକ ବନ୍ଧୁମାନଙ୍କୁ ସାନିଟାଜର କିଟ୍ ଦେଲେ ଜିଲ୍ଲାପାଳ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାପାଳ ଶୁକ୍ରବାର ଅପରାହ୍ନ ସମୟରେ କରୋନା ଯୋଦ୍ଧା ଭାବେ ସାମ୍ବାଦିକ ବନ୍ଧୁ ମାନଙ୍କୁୁ ସାନିଟାଜର କିଟ୍ ପ୍ରଦାନ କରିଛନ୍ତି । ରାଜ୍ୟର ସବୁ ଜିଲ୍ଲାରେ କରୋନା କାୟା ବିସ୍ତାର କରି ଚାଲିଥିବା ବୋଲେ ସେହି ସବୁ ଖବରକୁ ସାମ୍ବାଦିକ ବନ୍ଧୁମାନେ ଦିନ ରାତିକୁ ଖାତିର
Read More...

ଆଜି ୧୭ଜଣ ପଜିଟିଭ ଚିହ୍ନଟ ପରେ ସମ୍ବଲପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟାହେଲା ୨୬୪

ସମ୍ବଲପୁର,୨୬/୭ - ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜିକାର ଘୋଷଣା ଅନୁସାରେ ୧୭ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ଜଣେ ସୁସ୍ଥ ହୋଇ ଘରକୁ ଫେରିଛି । ଜିଲ୍ଲାର ଏପର୍ଯ୍ୟନ୍ତ ସ୍ଥିତି ଅନୁଧ୍ୟାନରୁ ଜଣାପଡିଛି ଯେ ସମଗ୍ର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୪ରେ ଯାଇ
Read More...

ଜୀବନ ବିନ୍ଦୁ ଅଭିଯାନ ଦ୍ୱାରା ବିଜୁ ଛାତ୍ର ଜନତା ଦଳ ତରଫରୁ ୧୭୦ ୟୁନିଟି ରକ୍ତ ସଂଗ୍ରହ

ଢେଙ୍କାନାଳ: କରୋନା ମହାମାରୀ ସଂକ୍ରମଣ ବଢି ଚାଲିଥିôବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରୋଗୀମାନେ ରକ୍ତ ଅଭାବ ନଭୋଗିବା ନିମନ୍ତେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଅନୁଷ୍ଠିତ କରାଇ ରକ୍ତ ସଂଗ୍ରହ କାର୍ଯ୍ୟ
Read More...

୪ ଦିନ ସଟ୍ ଡାଉନ ପରେ ଆଜି ପରିବା ବଜାରରେ ଲୋକାରଣ୍ୟ ସାମୟିକ ରିହାତି ଅନୁସାରେ ପ୍ରାତଃ ୬ଟାରୁ ଦ୍ୱିପହର ଗୋଟାଏ…

ସମ୍ବଲପୁର,୨୬/୭- କରୋନା ସଂକ୍ରମଣ ଉପରେ ଆପେକ୍ଷିତ ନିୟନ୍ତ୍ରଣ ପାଇଁ ଗତ ୨୨ରୁ ୩୧ଜୁଲାଇ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ସଟ୍ ଡାଉନ ଘୋଷଣା କରାଯାଇଛି । ଏହାର ପ୍ରଥମ ପର୍ଯ୍ୟାୟ ସମାପ୍ତି ପରେ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏଥିରେ ପ୍ରାତଃ ୬ଟାରୁ ଦ୍ୱିପହର
Read More...

ବୌଦ୍ଧ : ଆଜି ନୂତନ ୮ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୨୬/୭ - ପୂର୍ବରୁ ଜିଲାରେ ୧୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ବୌଦ୍ଧଜିଲ୍ଲାରେ ଆଜି ଯେଉଁ ୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରେ ବୌଦ୍ଧ ସହର
Read More...

ଜୁଆ ଆଡ୍ଡାରେ ଚଢ଼ାଉ ୮ ଜୁଆଡ଼ି ଗିରଫ ୨୮୧୦୦ଟଙ୍କା ସହ ୮ ବାଇକ୍ ଜବତ

ବାଲିଗୁଡ଼ା: ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଜୁଆ ଆଡ୍ଡାରେ ଚଢ଼ାଉ । ୮ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି ପୋଲିସ୍ । ଘଟଣାସ୍ଥଳରୁ ନଗଦ ୨୮୧୦୦ଟଙ୍କା ସହ ୮ ଟି ବାଇକ୍ ଜବତ କରିଛି ପୋଲିସ୍ । ଏଥିସହିତ ଆଠଟି ମୋବାଇଲ ଓ ୧୦ପ୍ୟାକେଟ୍ ତାସ୍ ମଧ୍ୟ ଜବତ କରିଛି ପୋଲିସ୍ । ବର୍ତ୍ତମାନ ସମୟରେ ବାଲିଗୁଡ଼ା
Read More...