କେନାଲ ରାସ୍ତା ମରାମତି କରାଯିବାକୁ ଦାବି

ବୌଦ୍ଧ,୧୬/୭ - ବୌଦ୍ଧ ବ୍ଲକ୍ ତାଲସରଡା ଗ୍ରାମ ପଂଚାୟତର ସାହାଜପାଲ ଗ୍ରାମ ନିକଟରୁ ଆସିଥିବା ସାଲୁଙ୍କୀ କେନାଲର ରାସ୍ତା ଦିନକୁ ଦିନ ଖରାପ ହେବାରେ ଲାଗିଛି । ମରାମତି ଅଭାବରୁ ରାସ୍ତା ଦିନକୁ ଦିନ ସଂକୀର୍ଣ୍ଣ ହେବା ସହ ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି । ଉକ୍ତ ରାସ୍ତା ଉପରେ
Read More...

କରୋନାକୁ ନେଇ ସଚେତନତା ଶୋଭାଯାତ୍ରା

ବାଲିଗୁଡ଼ା:କନ୍ଧମାଳ ରେ କରୋନା କାୟା ବିସ୍ତାର କରିଚାଲିଥିବା ବେଳେ କୋଟଗଡ ବ୍ଲକ ରେ ମଧ୍ୟ ଭୟ ର ବାତାବରଣ ସୃଷ୍ଟି ହୋଇଛି |ତେଣୁ ଏହି ମହାମାରୀ କୁ ପ୍ରତିରୋଧ କରିବା ନିମନ୍ତେ ମହିଳା SHG ଗ୍ରୁପ,ଅଙ୍ଗନବାଡି ଓ ଆଶା କର୍ମୀ ଓ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ନେଇ ମୁହଁ ରେ ମାସ୍କ
Read More...

ବାଙ୍ଗାଲୋରରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ନିଆଁରେ ପୋଡ଼ି ଜଣେ ଯୁବତୀ ମୃତ ଓ ତିନି ଗୁରୁତର

ଦାରିଙ୍ଗବାଡ଼ି ,୧୫/୭ : ବାଙ୍ଗାଲୋର ଠାରେ ଏକ ଘରେ ଗ୍ୟାସ ହାଣ୍ଡି ଫାଟି ଯିବାରୁ ଜଣେ ଯୁବତୀଙ୍କ ମୃତ୍ୟୁ ଙ୍କ ଘଟିଥିବା ବେଳେ ଆଉ ୩ଜଣ ଯୁବତୀ ଓ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି l ମୃତ ଓ ଆହତ ଯୁବତୀ ମାନେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଦୁର୍ଗମ ସୋନପୁର ପଞ୍ଚାୟତ
Read More...

ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବୌଦ୍ଧ,୧୫/୭- ଆଜି ବୌଦ୍ଧ ସହର ବାପୁଜୀନଗର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲିନ୍ ଭିଲେଜ ଗ୍ରୀନ ଭିଲେଜ ଅଭିଯାନ ଆରମ୍ଭ ହୋଇଛି । ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଶାଖା ପକ୍ଷରୁ ଜାତୀୟ ଯୁବ ସ୍ୱେଛାସେବୀ ଦେବାର୍ଚ୍ଚନ୍ ମେହେରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାରାରୋପଣ
Read More...

ସି ବି ଏସ ଇ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଓ JEEମେଇନରେ ସେଂଛୁରିଆନ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ ସଫଳତା

ପାରଳାଖେମୁଣ୍ଡି - ପାରଳାଖେମୁଣ୍ଡି ସ୍ଥିତ ସେଂଛୁରିଆନ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଦ୍ଵାଦଶ ଶ୍ରେଣୀ ଓ JEE ମେଇନରେ ସଫଳତା ହାସଲ କରିଛନ୍ତି । ସି ବିଏସଇ ପକ୍ଷରୁ ପ୍ରକାଶିତ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳାଫଳରେ ଅନୁଷ୍ଠାନର ଛାତ୍ରୀ ଏସ.ହବିନା 95.4 ପ୍ରତିଶତ ନମ୍ବର ରଖିବା ବେଳେ କେ.
Read More...

ଦେଶର କରୋନା ସଂକ୍ରମଣ ୧୦ ଲକ୍ଷ ମୁହାଁ

ନୂଆଦିଲ୍ଲୀ : ଆଜ ସମଗ୍ର ଦେଶରେ ୯୩୬୧୮୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୫୯୨୦୩୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି ।
Read More...

ଦକ୍ଷତା ହିଁ ଭାରତକୁ ଆତ୍ମନିର୍ଭର କରିବ

ନୂଆଦିଲ୍ଲୀ: ‘ୱାଲର୍ଡ ୟୋଥ୍ ସ୍କିଲ୍ସ୍ ଡେ’ ଅବସରରେ ଆୟୋଜିତ ଡିଜିଟାଲ୍ କନ୍କ୍ଲେଭ୍ରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି ଯୁବବର୍ଗଙ୍କୁ ଦକ୍ଷତା ହାସଲର ନୂଆ ମନ୍ତ୍ରଟିଏ ଦେଇଛନ୍ତି ଯାହା ସେମାନଙ୍କୁ ସଙ୍କଟ ମଧ୍ୟରେ ସମୟ ଉପଯୋଗୀ ଏବଂ ସଶକ୍ତ ରଖିବାରେ ସହାୟକ ହେବ । ପ୍ରଧାନମନ୍ତ୍ରୀ
Read More...

ଆସନ୍ତା ୧୭ରୁ ୨୨ ଫୁଲବାଣୀ ଓ ବାଲିଗୁଡ଼ା ସହର ସଟଡାଉନ୍‌

ଫୁଲବାଣୀ: କନ୍ଧମାଳ ଜିଲ୍ଲାପାଳ ଡ଼.ବୃନ୍ଦା ଡି. ଆସାନ୍ତା ୧୭ରୁ ୨୨ ଫୁଲବାଣୀ ଓ ବାଲିଗୁଡ଼ା ସହର ସଟଡାଉନ୍ କରାଯି୍‌ବାକୁ ନିର୍ଦ୍ଦେଶ ଯାରି କରିଛନ୍ତି । ଜିଲ୍ଳାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ଏଇ ନିଷ୍ପତି ନେଇଛି । ଏହି ଦିନ ଗୁଡିକରେ କୌଣସି ପ୍ରକାର ଗାଡି ଚଳାଚଳ,ଦୋକାନ ବଜାର
Read More...

ସିଲ୍ ହେଲା ଫୁଲବାଣୀ ଏସବିଆଇ ଶାଖା

ଫୁଲବାଣୀ: ଭାରତୀୟ ଷ୍ଟେଟବ୍ୟାଙ୍କର ଜଣେ ଅଧିକାରୀ କୋରନା ସଂକ୍ରମିତ ଚିହ୍ନଟ ହେବାପରେ ଫୁଲବାଣୀରେ ଥିବା ଆଞ୍ଚଳିକ କାର୍ଯ୍ୟାଳୟ ସମେତ ବଜାର ଶାଖାକୁ ସିଲ୍ କରି ଦିଆଯାଇଛି । ଏହାସହ ଉକ୍ତ କାର୍ଯ୍ୟାଳୟକୁ ସାନିଟାଇଜ୍ ମଧ୍ୟ କରାଯାଇଛି । ବୁଧବାର ଫୁଲବାଣୀ ମୁଖ୍ୟ ଶାଖା ସିଲ୍ କରି ଦିଆଯାଇଛି ।
Read More...

କ୍ୱାରେଣ୍ଟାଇନରେ ଭର୍ତ୍ତୃହରି

ଭୁବନେଶ୍ୱର: ପବ୍ଲିକ ଆକାଉଣ୍ଟ କମିଟି ବୈଠକରେ ଉପସ୍ଥିତ ଜଣେ ଅଧିକାରୀଙ୍କ ରିପୋର୍ଟ କରୋନା ପଜିଟିଭ ଆସିବା ପରେ ଏଥିରେ ଯୋଗ ଦେଇଥିବା ୧୮ ସାଂସଦ ଓ ଅନ୍ୟ ଅଧିକାରୀଙ୍କୁ ୭ଦିନ ହୋମ କ୍ୱାରେଣ୍ଟାଇନରେ ରହିବାକୁ ଲୋକସଭା ସଚିବାଳୟ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଏହି କ୍ରମରେ କଟକ ସାଂସଦ
Read More...