ନିଜ ଗାଁ ମଶାଣିରେ ଶବକୁ ମିଳିଲାନି ଜାଗା ପ୍ରଶାସନ ତରଫରୁ ନିର୍ଦ୍ଧାରିତ ପଡୋଶୀ ଗାଁରେ ହେଲା ଶବଦାହ
ଦାରିଙ୍ଗବାଡି,୭/୮ : ସମଗ୍ର ଦେଶରେ କରୋନା ନିଜର କାୟା ମେଲାଉଥିବା ବେଳେ ଏହି କରୋନା ଯୋଗୁଁ ଲୋକମାନେ ଭୟଭୀତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲାରେ ଦିନକୁଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଥିବା ବେଳେ ଦାରିଙ୍ଗବାଡି ବ୍ଲକରୁ ଗତ ୨ଦିନରେ ୨୬ଜଣ ସଂକ୍ରମିତ!-->…
Read More...
Read More...