ଅଗ୍ନି ବିପନ୍ନ ପରିବାରକୁ ହଜାରେ ଟଂକାର ସହାୟତା ଦେଲେ ବିଡିଓ
ବୌଦ୍ଧ,୨୩/୭ - ଗତକାଲି ସନ୍ଧ୍ୟାରେ ବିଦ୍ୟୁତ୍ ସର୍ଟ ସର୍କିଟରୁ ଖୁଣ୍ଟବନ୍ଧ ଗ୍ରାମ ପଂଚାୟତର ଶରଧାପୁର ହରିଜନ ସାହିର ଅଲେଖ କଲତାଙ୍କ ଘର ଅଗ୍ନି କାଣ୍ଡ ଘଟି ପୋଡି ଯାଇଥିଲା । ସରପଞ୍ଚ ଚନ୍ଦ୍ରକାନ୍ତୀ ପ୍ରଧାନ ପଞ୍ଚାୟତ ତରଫରୁ କ୍ଷତିଗ୍ରସ୍ତ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିବା ବେଳେ!-->…
Read More...
Read More...