ବାଲିଗୁଡ଼ାରେ ଟିମ୍ ହେଲ୍ପ ପକ୍ଷରୁ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା ଓ ଶପଥ ପାଠ

ବାଲିଗୁଡ଼ା: ସାରା ରାଜ୍ୟରେ କରୋନା ସଙ୍କ୍ରମିତଙ୍କ ସଂଖ୍ୟା ଦିନକୁଦିନ ବଢ଼ୁଥିବା ବେଳେ କରୋନା ଯୋଦ୍ଧାମାନେ ନିଜ ଜୀବନକୁ ବାଜି ଲଗାଇ ସଂକ୍ରମଣ ରୋକିବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ଆଜି ସନ୍ଧ୍ୟାରେ କରୋନା ଯୋଦ୍ଧା ଙ୍କୁ ସମ୍ମାନ ଜଣାଇବା ସହ ପ୍ରଦୀପ ପ୍ରଜ୍ବଳନ ଓ ଯୋଦ୍ଧା ଙ୍କୁ ସହଯୋଗ
Read More...

କରୋନା ମୃତ୍ୟୁ ସଂଖ୍ୟା ୪୦ ହଜାର ନିକଟବର୍ତ୍ତୀ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫୨ ହଜାର ୫୦୯ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଲକ୍ଷ ୯ ହଜାର ୨୫୪ରେ ପହଞ୍ଚିଥିବା ବେଳେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୨ ଲକ୍ଷ ୮୨ ହଜାର ୨୧୫କୁ ବୃଦ୍ଧି ପାଇଛି । ସେହିପରି, ଗତ ୨୪ ଘଣ୍ଟାରେ
Read More...

ରାମ ମନ୍ଦିର ଭୂମି ପୂଜନ କଲେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟା : ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆଧାରଶୀଳା ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମ ଭୂମି ପୂଜନ ନାମରେ ନାମିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସାଧୁସନ୍ଥ ଏବଂ ଆମନ୍ତ୍ରିତ ଅତିଥିମାନଙ୍କ ଉପସ୍ଥିତିରେ ମନ୍ଦିର ପାଇଁ
Read More...

ବିହାର ପୁଲିସ୍‌ ଅଫିସରଙ୍କୁ କ୍ୱାରେଣ୍ଟାଇନରେ ରଖାଯିବା ଭଲ ସଙ୍କେତ ନୁହେଁ

ନୂଆଦିଲ୍ଲୀ : ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ ବିହାରର ବରିଷ୍ଠ ପୁଲିସ୍‌ ଅଫିସର ମୁମ୍ବାଇ ଯାଇଥିବା ବେଳେ ତାଙ୍କୁ ସେଠାର ପ୍ରଶାସନ କ୍ୱାରେଣ୍ଟାଇନରେ ରଖିଥିଲେ । ଏହି ଘଟଣା ଉପରେ ସୁପ୍ରିମ୍‌କୋର୍ଟ ଆଜି ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ମୁମ୍ବାଇ ପ୍ରଶାସନର
Read More...

ବୁଣାକାରଙ୍କ ଜୀବନ ଜୀବିକାର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରାୟ ୫୦ହଜାର ରୁ ଊର୍ଦ୍ଧ୍ୱ ପରିବାର ହସ୍ତତନ୍ତ କୁ ଜୀବିକା ଭାବେ ଗ୍ରହଣ କରି ତାଙ୍କର ଗୁଜୁରାଣ ମେଣ୍ଟଉ ଥିଲା ବେଳେ ତାଙ୍କର ଆର୍ଥିକ ଅବସ୍ଥା ଦିନକୁ ଦିନ ଭାରୀ ଦୟନିୟ ହୋଇପଡ଼ିଛି ।ବିଶେଷ କରି ତାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବୁଣାକାର ସମବାୟ ସମିତି ସବୁ
Read More...

ଅଯୋଧ୍ୟାରେ ରାମମନ୍ଦିର ଶିଳାନ୍ୟାସ ଅବସରରେ ସୋନପୁରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୋନପୁର : ଅଯୋଧ୍ୟାର ଶ୍ରୀରାମନ୍ଦିର ନିର୍ମାଣ ପାଇଁ ଶିଳା ପୂଜନ କାର୍ଯ୍ୟକ୍ରମ ଯୋଗୁଁ ସୋନପୁର ନଗର ରାମ ମନ୍ଦିର ପ୍ରାଙ୍ଗଣରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୋଭିଡ଼ ନିୟମ ଯୋଗୁଁ ୧୫ ରୁ ୨୦ ଜଣଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷାକରି ଅନୁଷ୍ଠିତ
Read More...

କୃଷିମନ୍ତ୍ରୀ ହ୍ୱାଟ୍ସଅପ୍ ଗ୍ରୁପରେ ୯ଲକ୍ଷ ଚାଷୀ

ଭୁବନେଶ୍ୱର: କୃଷିମନ୍ତ୍ରୀ ଡ.ଅରୁଣ ସାହୁ ରାଜ୍ୟର କ୍‌ୃଷକମାନଙ୍କ ପାଇଁ ସାମାଜିକ ଗଣମାଧ୍ୟମର ବ୍ୟବହାର କରି ଚାଷୀଭାଇଙ୍କୁ ଲାଭ ପହଞ୍ଚାଇବା ପାଇଁ ଉଦ୍ୟମ କରିଛନ୍ତି । ସାମାଜିକ ଗଣମାଧ୍ୟମ ଜରିଆରେ ତଥା ହ୍ୱାଟ୍ସଅପ୍ ଗ୍ରୁପରେ ରାଜ୍ୟର ପ୍ରାୟ ୯ଲକ୍ଷ ୨୦ହଜାର ଚାଷୀଙ୍କୁ ଯୋଡି ଚାଷ କାର୍ଯ୍ୟର
Read More...

ସହୀଦ କୋଭିଡ ଯୋଦ୍ଧାଙ୍କ ପ୍ରାପ୍ୟ ପ୍ରଦାନରେ ଅବହେଳାକୁ କରାଯିବନି ବରଦାସ୍ତ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସହୀଦ କୋଭିଡ ଯୋଦ୍ଧାଙ୍କ ପ୍ରାପ୍ୟ ପ୍ରଦାନରେ ଅବହେଳାକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଏକ ଉଚ୍ଚସ୍ତରୀୟ ଭିଡିଓ କନଫରେନ୍ସିଂରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସହୀଦ କୋଭିଡ ଯୋଦ୍ଧାମାନଙ୍କ
Read More...

ଗଜପତିରେ ପୁଣି ୭୫ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୭୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ଗୋଶାଣୀରୁ ୧୮ ଜଣ, ଗୁମ୍ମା ବ୍ଳକରୁ ୬ଜଣ, ରାୟଗଡ଼ ବ୍ଳକରୁ ୧୫ଜଣ, ପାରଳା ପୌର ପରିଷଦରୁ୨୮ ଜଣ, ମୋହନା ବ୍ଳକରୁ ଜଣେ, ନୂଆଗଡ଼ ବ୍ଲକରୁ ଜଣେ ଆର
Read More...

ଶଗଡାରେ ସୁନ୍ଦରାକାଣ୍ଡ ପାରାୟଣ

ବୌଦ୍ଧ: ବୌଦ୍ଧ ବ୍ଲକ୍ ଶଗଡା ଗ୍ରାମରେ ଥିବା ଶ୍ରୀ ଶ୍ରୀ ରଘୁନାଥଙ୍କ ମନ୍ଦିରରେ ଆଜି ସାମୂହିକ ଦୀପ ପ୍ରଜ୍ୱଳନ ଓ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଛି । ସକାଳେ ପୂଜକ ରଘୁନାଥ ଦାଶ ଶ୍ରୀ ରଘୁନାଥ ଜୀଉଙ୍କୁ ପାରମ୍ପରିକ ପୂଜାଅର୍ଚ୍ଚନା କରିବା ପରେ ଭକ୍ତମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ
Read More...