ପ୍ରକାଶ ପାଇଲା ଯୁକ୍ତଦୁଇ ବାଣିଜ୍ୟ ପରୀକ୍ଷା ଫଳ: ପାସହାର ୭୪.୯୫ ପ୍ରତିଶତ

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଯୁକ୍ତଦୁଇ ବାଣିଜ୍ୟ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ପରିଷଦର କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପରୀକ୍ଷା ଫଳ ପ୍ରକାଶ ନେଇ ଘୋଷଣା କରିଛନ୍ତି । ଚଳିତ ବର୍ଷ ସାମଗ୍ରିକ ଭାବେ ୭୪.୯୫ ପ୍ରତିଶତ…
Read More...

୨୩ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର : ଲଘୁଚାପର ପ୍ରଭାବରେ ରାଜ୍ୟରେ ଗତକାଲିଠାରୁ ଆସନ୍ତା ୪୮ ଘଣ୍ଟା ବର୍ଷାର ପ୍ରକୋପ ରହିବ ବୋଲି ପାଣିପାଗ ବିଭାଗ କହିଥିବା ବେଳେ ଆସନ୍ତା ୨୩ ତାରିଖରୁ ରାଜ୍ୟରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଂଚଳରେ ଦାନ…
Read More...

ଏଆର୍‍ଆଇଆଇଏ ର୍ୟାଙ୍କିଂ ୨୦୨୦: ଦେଶରେ ପ୍ରଥମ ସ୍ଥାନରେ କିଟ୍‍

ଭୁବନେଶ୍ୱର: ସୃଜନ କ୍ଷେତ୍ରରେ କିଟ୍‍କୁ ମିଳିଛି ଭାରତ ସରକାରଙ୍କ ସ୍ୱୀକୃତି । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ଅଟଳ ର୍ୟାଙ୍କିଂ ଅଫ୍‍ ଇନ୍‍ଷ୍ଟିଚ୍ୟୁସନ୍‍ସ ଅନ୍‍ ଇନୋଭେସେନ୍‍ ଆଚିଭ୍‍ମେଣ୍ଟ୍‍ରେ ସମଗ୍ର ଭାରତର ଘରୋଇ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ କିଟ୍‍ ବିଶ୍ୱବିଦ୍ୟାଳୟ ପ୍ରଥମ…
Read More...

ଧୋନୀଙ୍କ ପାଖରେ ନେତୃତ୍ୱ ନେବାର ଦକ୍ଷତା ବାରି ହୋଇ ପଡୁଥିଲା : ସଚିନ

ନୂଆଦିଲ୍ଲୀ : ମହେନ୍ଦ୍ର ସିଂ ଧୋନୀଙ୍କ ପାଖରେ ନେତୃତ୍ୱ ନେବାର ଦକ୍ଷତା ବାରି ହୋଇ ପଡୁଥିଲା । ସେ ଖେଳକୁ ଠିକରେ ପଢିପାରୁ ଥିଲେ ବୋଲି କହିଛନ୍ତି ମହାନ ଖେଳାଳି ତଥା ଭାରତୀୟ ଦଳର ପୂର୍ବତନ ବ୍ୟାଟସମ୍ୟାନ୍‌ ସଚିନ ତେନ୍ଦୁଲକର । ଧୋନୀ ଗତ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା…
Read More...

ଖେଳରତ୍ନ କଠିନ ପରିଶ୍ରମର ସ୍ୱୀକୃତି: ମାରିଆପ୍ପାନ୍‌

ଚେନ୍ନାଇ : ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ଯେଉଁ କେତେଜଣଙ୍କ ନାମ ସୁପାରିଶ କରାଯାଇଛି, ସେମାନଙ୍କ ମଧ୍ୟରେ ଅଛନ୍ତି ମାରିଆପ୍ପନା ଥାଙ୍ଗାଭେଲୁ । ନାମ ସୁପାରିଶ କରାଯାଇଥିବା ଖବର ପାଇବା ପରେ ମାରିଆପ୍ପାନ ତାଙ୍କର ପ୍ରତିକ୍ରିୟା ରଖି କହିଛନ୍ତି ଯେ, କଠିନ ପରିଶ୍ରମ ଓ ନିଷ୍ଠା…
Read More...

ସମ୍ବଲପୁରରେ ଆଜି ୬୬ ଜଣ ନୂଆ ପଜିଟିଭ ଚିହ୍ନଟ: ଦିନକରେ ତିନୋଟି ମୃତ୍ୟୁରୁ ହଇଚଇ

ସମ୍ବଲପୁର : ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦତ୍ତ ରିପୋର୍ଟ ଅନୁସାରେ ଗତକାଲି ମଙ୍ଗଳବାର ଦିନ ସମ୍ବଲପୁର ଜିଲ୍ଲାରେ ୬୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୬୦୦ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୮ଜଣ ମୃତ ଓ ୧୦୧୦…
Read More...

ଛାତ୍ରଛାତ୍ରୀ ଓ ସହକର୍ମୀଙ୍କ ପ୍ରିୟ ଆରତୀ ଦିଦି ଆଉ ନାହାନ୍ତି

ବୌଦ୍ଧ,୧୯/୮ - ବୌଦ୍ଧ ଜିଲ୍ଲା ଶିକ୍ଷା ଜଗତରେ ସର୍ବ ପରିଚିତ ଓ ଛାତ୍ର ଛାତ୍ରୀ ତଥା ସହକର୍ମୀ ମାନଙ୍କ ଅତି ପ୍ରିୟ ଆରତୀ ଦିଦି ଆଉ ନାହାନ୍ତି । ଅବସରପ୍ରାପ୍ତ କୃତ୍ତି ଶିକ୍ଷୟତ୍ରୀ ତଥା ବୌଦ୍ଧଶିକ୍ଷା ଜିଲ୍ଲାର ପୂର୍ବତନ ଡି. ଆଇ. ଆରତୀ ସାହୁଙ୍କ ଆଜି ଭୋର ୪. ୩୦ ମିନିଟ ସମୟରେ ଭୁବନେଶ୍ୱର…
Read More...

ବୌଦ୍ଧ : ଆଜି ପୁଣି ନୂଆ ୧୬ କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୧୯/୮ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ବୌଦ୍ଧ କେନ୍ଦୁପତ୍ର ଡିଭିଜନର ୧୨ ଜଣ କର୍ମଚାରୀଙ୍କ ସମେତ ନାରାୟଣ ନଗର ଗ୍ରାମରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା…
Read More...

ପୁଣି ରାଜ୍ୟରେ ୨୫୮୯ ପଜିଟିଭ ଚିହ୍ନଟ, ଆପଣଙ୍କ ଜିଲ୍ଲାରୁ କେତେ ଜାଣନ୍ତୁ

ଭୁବନେଶ୍ୱର ୧୯ ।୦୮: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ୨୪ ଘଣ୍ଟା ମଧ୍ୟରେ ୨୫୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୭୧୨୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ…
Read More...

ଭାରସାମ୍ୟ ହରାଇ କାର୍‌ ଦୁର୍ଘଟଣା

ବୌଦ୍ଧ,୧୯/୮ - ଆଜି ଭୋର ସମୟରେ ଜାତୀୟ ରାଜପଥ ନମ୍ବର୍‌ ୫୭ ର ପୁରୁଣାକଟକ ଥାନା କରଡାକୋଠା ନିକଟରେ ଏକ କାର୍‌ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ପଟରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ କାର୍‌ ଓଡି ୦୨ବିଇ ୮୬୦୨ ଭାରସାମ୍ୟ ହରାଇ…
Read More...