ବୌଦ୍ଧ : ୟୁରିଆ ସାରର ବ୍ୟାପକ କଳାବଜାର ଅଭିଯୋଗ

ବୌଦ୍ଧ,୬/୮ - ବୌଦ୍ଧ ଜିଲ୍ଲାରେ ୟୁରିଆ ସାରର ବ୍ୟାପକ କଳାବଜାର ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ୟୁରିଆ ସାରର ବସ୍ତା ପ୍ରତି ଦର ୨୬୬ ଟଙ୍କା ୫୦ ପଇସା ଥିବା ବେଳେ ଡିଲର ମାନେ ୪୫୦ଟଙ୍କା ପର୍ଯ୍ୟନ୍ତ ଦରରେ ବିକ୍ରି କରୁଥିବା କୁହାଯାଉଛି । କୃଷି ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ
Read More...

କଣ୍ଟେନମେଣ୍ଟ ଅଞ୍ଚଳରେ ଲୋକଙ୍କ ଅସୁବିଧା ଦୂର କରିବାପାଇଁ ଦାବିପତ୍ର ପ୍ରଦାନ

ଫୁଲବାଣୀ,୬/୮: ଦିନକୁଦିନ କ୍ରମବର୍ଦ୍ଧିଷ୍ଣୁ କରୋନା ପ୍ରକୋପର ନିୟନ୍ତ୍ରଣ ପାଇଁ ସରକାର ଯତପରୋନାସ୍ତି ପଦକ୍ଷେପ ନେଉଛନ୍ତି । ଜିଲ୍ଲା ପ୍ରଶାସନ ମଧ୍ୟ କଠିନ ପରିଶ୍ରମ କରି ବିଭିନ୍ନ ପଦକ୍ଷେପ ନେଉଛନ୍ତି କିନ୍ତୁ ପ୍ରବାସୀ ଓ ଅଜଣା ବ୍ୟକ୍ତିଙ୍କ ଅନଧିକାର ଓ ଅମାନିଆ ଅନୁପ୍ରବେଶ ଯୋଗୁଁ ଆମ
Read More...

ସ୍ୱାତୀର ସମ୍ପାଦକ ହରିଶଙ୍କରଙ୍କ ପିତୃ ବିୟୋଗ

ଫୁଲବାଣୀ,୬/୮: ସ୍ୱାତୀ ଅନୁଷ୍ଠାନର ସଂମ୍ପାଦକ ହରିଶଙ୍କର ରାଉତଙ୍କ ବାପା ସ୍ୱର୍ଗତ କାହ୍ନୁଚରଣ ରାଉତ ମଙ୍ଗଳବାର ୪ ତାରିଖ ସକାଳୁ ୮୬ବର୍ଷ ବୟସରେ ବ୍ରହ୍ମପୁରସ୍ଥିତ ନିଜ ବାସ ଭବନରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କ ପାଖରେ ଦୁଇ ଝିଅ ଓ ହରିଶଙ୍କରଙ୍କ ମାଆ ଉପସ୍ଥିତ ଥିଲେ । ଖବର ପାଇ
Read More...

ସମ୍ବଲପୁର ସର୍କିଲ ଜେଲରେ କରୋନା ସ°କ୍ରମଣ ଭୟ

ସମ୍ବଲପୁର:ଏଠାକାର ସର୍କିଲ ଜେଲରେ ଜଣେ ନବାଗତ ବନ୍ଦୀ ପଜିଟିଭ ଚିହ୍ନଟ ହେଲାପରେ ସେଠାରେ ବର୍ତ୍ତମାନ କରୋନା ସ°କ୍ରମଣ କୁ ନେଇ ଅନ୍ତେବାସୀ ଆତଙ୍କିତ ରହିଛନ୍ତି । ବହୁଚର୍ଚ୍ଚିତ ଲୋହା ବ୍ୟବସାୟୀ ନରେଶ ଅପହରଣ ମାମଲରେ ଲୁଟ ହୋଇଥିବା ସୁନା କିଣିବା ଅଭିଯୋଗ ରେ ସ୍ଥାନୀୟ ବୈଦ୍ୟନାଥ ଛକ ପାଖରୁ
Read More...

ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: କେନ୍ଦ୍ର ମନ୍ତ୍ରୀ ଅମିତ ଶାହ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଏ ସଂପର୍କରେ ନିଜେ କେନ୍ଦ୍ର ମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି ମୋ ଦେହରେ
Read More...

କୋଭିଡ୍ ସେଣ୍ଟରକୁ ଖଟିଆ ବୁହା ପ୍ରସଙ୍ଗ, ଘଟଣା ସମ୍ପର୍କରେ ପଚାରିବାରୁ ସାମ୍ବାଦିକଙ୍କୁ ଧମକ ଦେଲେ…

ବାଲିଗୁଡା/କ.ନୂଆଗାଁ-ଆଜିର ଶିଶୁ କାଲିର ଭବିଷ୍ୟତ। କିନ୍ତୁ ସେମାନେ ସେମାନଙ୍କର ଅଧିକାର ପାଇବାରେ ସବୁଠାରେ ବିଫଳ।ଘରେ,ବାହାରେ,ବିଦ୍ୟାଳୟରେ ସବୁଠି ଉପେକ୍ଷିତ। ସେମାନଙ୍କ ପାଇଁ ସରକାର ଏବଂ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ବହୁତ ଯୋଜନା କରୁଛନ୍ତି ସତ କିନ୍ତୁ ତାହା କେତେ ଫଳପ୍ରଦ ହେଉଛି
Read More...

ଆସନ୍ତାକାଲିି ରାମ ମନ୍ଦିର ଭୂମି ପୂଜନ

ଅଯୋଧ୍ୟା : ଆସନ୍ତାକାଲି ଏଠାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଏହି ବିଶାଳ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଶାଇ ମୋଟ ୧୭୫ଜଣ ଅତିଥି ଯୋଗ ଦେବେ । ଅତିଥିମାନଙ୍କ ଲାଗି ବିଶେଷ ବ୍ୟବସ୍ଥା
Read More...

ସପ୍ତାହକରେ ତିନି ଲକ୍ଷରୁ ଊଦ୍ଧ୍ୱର୍ ସଂକ୍ରମିତ

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ୍‌ର ସଂକ୍ରମଣ ଗତି ଅଧିକ ତୀବ୍ର ହେଉଛି । ଦୈନିକ ସଂକ୍ରମଣ ଗତ କିଛିଦିନ ଧରି ଲଗାତାର ଭାବେ ୫୦ ହଜାରରୁ ଅଧିକ ରହୁଛି । ବିଶେଷତଃ ଗତ ସପ୍ତାହରୁ ସଂକ୍ରମଣ ସବୁଠୁ ଭୟଙ୍କର ରୂପ ଧାରଣ କରିଛି । ଗତ ସପ୍ତାହକରେ ୩ ଲକ୍ଷ ୭୦ ହଜାର ନୂଆ ସଂକ୍ରମିତ ଚିହ୍ନଟ
Read More...

ଡମ୍ଫର୍ ଧକ୍କାରେ ଓଲଟିଲା ବୋଲେରୋ ପିକଅପ୍

ବୌଦ୍ଧ - ଜାତୀୟ ରାଜପଥ ନମ୍ବର୍ 57 ର ସିଙ୍ଗାରୀ ଛକ ନିକଟରେ ଗୋଟିଏ ଡମ୍ଫର୍ ବିପରିତ ଦିଗରୁ ଆସୁଥିବା ଗୋଟିଏ ବୋଲେରୋ ପିକଅପ୍ କୁ ଧକ୍କା ଦେବାରୁ ଦୁର୍ଘଟଣା ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ 4 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ସିଙ୍ଗାରୀ ଛକ ନିକଟରେ
Read More...

ଭୀମସାର ୯ ଡାକ୍ତର ପଜିଟିଭ ଚିହ୍ନଟ

ସମ୍ବଲପୁର,୪ ।୮: ଆଜି ଭୀମସାର ୯ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହେବା ପରେ ମେଡିକାଲରେ ହଇଚଇ ସୃଷ୍ଟି ହୋଇଛି । ଏହି ଡାକ୍ତରମାନେ ସମସ୍ତେ ମେଡିସିନ ବିଭାଗର ବୋଲି ଜଣାପଡିଛି । ପଜିଟିଭ ଚିହ୍ନଟ ହେବା ପରେ ମେଡିସିନ ବିଭାଗର ଓପିଡିକୁ ଆଜି ଦିନକ ପାଇଁ ବନ୍ଦ ରଖାଯାଇଛି ବୋଲି ଭୀମସାର
Read More...