ସମ୍ବଲପୁରରେ ପୁଣି ନୂଆ ୮୨ ଜଣ ପଜିଟିଭ ଚିହ୍ନଟ
ସମ୍ବଲପୁର: ପ୍ରଶାସନିକ ଘୋଷଣା ଅନୁସାରେ ଆଜି ସମ୍ବଲପୁର ଜିଲ୍ଲାରେ ୮୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଏହାକୁ ନେଇ ଏପର୍ଯ୍ୟନ୍ତ ମୋଟ ଚିହ୍ନଟ ସଂଖ୍ୟା ୭୫୫ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ଜଣେ ମୃତ ଓ ୨୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୫୨୦ ଜଣ ସକ୍ରିୟ ପଜିଟିଭଙ୍କ ଚିକିତ୍ସା!-->…
Read More...
Read More...