କାଶୀନଗର ଓ ଗୁମ୍ମା ବ୍ଲକବାସୀଙ୍କୁ ମୁଖ୍ୟମନ୍ତ୍ରୀ’ଙ୍କ ୧୩୪.୮୨ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ ଭେଟି
ସ୍ବାଧୀନତା ଦିବସ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲା’ର କାଶୀନଗର ଓ ଗୁମ୍ମା ବ୍ଲକବାସୀ’ଙ୍କ ଉପକାର ନିମନ୍ତେ ଏକ ନୂତନ ବୃହତ ପାନୀୟ ଜଳ ପ୍ରକଳ୍ପ ଘୋଷଣା କରିଛନ୍ତି ବୋଲି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ପାରଳାଖେମୁଣ୍ଡି ଠାରେ ସାମ୍ବାଦିକ ମାନଙ୍କୁ!-->…
Read More...
Read More...