ସମର୍ପିତ ଓଡିଶା ,ସେବା ଫାଉଣ୍ଡେସନ ଓ କମିଶନରେଟ ପୋଲିସ ପକ୍ଷରୁ ରକ୍ତଦାନ ଶିବିର

ଆଜି ସମର୍ପିତ ଓଡିଶା, ସେବା ଫାଉଣ୍ଡେସନ ଓ କମିଶନରେଟ ପୋଲିସ ର ମିଳିତ ଆନୁକୂଲ୍ୟରେ କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ସହଯୋଗ ରେ ପଳାଶୁଣି ଦୁର୍ଗା ପୂଜା ମଣ୍ଡପ ରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ହାଉସିଂ ବୋର୍ଡ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରିୟଦର୍ଶୀ
Read More...

ବୌଦ୍ଧ ହେଲା ନକ୍ସଲମୁକ୍ତ ଜିଲ୍ଲା- ଆରକ୍ଷୀ ଅଧୀକ୍ଷକ ଭି. ରଘୁନାଥ

ବୌଦ୍ଧ,୧୦/୭ – ବୌଦ୍ଧଜିଲ୍ଲାକୁ ସରକାର ନକ୍ସଲମୁକ୍ତ ଜିଲ୍ଲା ଭାବେ ଘୋଷଣା କରିଥିବା ସଂପର୍କରେ ଆଜି ବୌଦ୍ଧ ଆରକ୍ଷୀ ଅଧୀକ୍ଷକ ଭି. ରଘୁନାଥ ରାଓ ସୂଚନା ଦେଇଛନ୍ତି । ଆଜି ପୂର୍ବାହ୍ନରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ପ୍ରକାଶ
Read More...

ସେବା ଫାଉଣ୍ଡେସନ ପକ୍ଷରୁ ସହରରେ ବୁଲା ଷଣ୍ଢ ଓ ଗାଈ ଙ୍କ ସିଙ୍ଗ ରେ ଲଗାଗଲା ଲାଲ ଷ୍ଟିକର।

ବର୍ତ୍ତମାନ ସହରରେ ବିଭିନ୍ନ ରାସ୍ତାରେ ବୁଲୁଥିବା ବୁଲା ଷଣ୍ଢ ଓ ଗାଈଙ୍କର ବିଚରଣ ଏକ ସାଧାରଣ ସମସ୍ୟା ହେଲାଣି। ବୁଲା ଗୋରୁ ମାନେ ଖାଦ୍ୟ ଅଭାବ ଓ ରହିବା ସ୍ଥାନ ଅଭାବରୁ ରାସ୍ତାଘାଟ ରେ ବୁଲାବୁଲି କରୁଛନ୍ତି ଓ ଦୁର୍ଘଟଣା ର ଶିକାର ହୋଇ ଅକାଳ ରେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି। ଗୋ ବଂଶ ର
Read More...

ସମ୍ବଲପୁରରେ ଆଜି ୨ପଜିଟିଭ ଚିହ୍ନଟ

ସମ୍ବଲପୁର : ଆଜ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଦୁଇଜଣ ପଜିଟିଭ ଚିହ୍ନଟ ହେଲାପରେ ଏହି ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା୧୧୦କୁ ବୃଦ୍ଧି ହୋଇଛି । ଏମାନଙ୍କ ମଧ୍ୟରୁ ୫୦ଜଣ ସୁସ୍ଥହୋଇ ଘରକୁ ଫେରିଯିବା ପରେ ବାକି ୬୦ଜଣଙ୍କ ଚିକିତ୍ସା ଚାଲିଛି । ଏ ବିଷୟରେ ଜିଲ୍ଲା ପ୍ରଶାସନ
Read More...

ଭିମସାରରେ ୪ଜଣ କରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ : ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣ ପାଇଁ ୨ଦିନିଆ ସଟଡାଉନ

ସମ୍ବଲପୁର : ସମ୍ପୂର୍ଣ୍ଣ ପଶ୍ଚିମାଞ୍ଚଳରେ ପ୍ରମୁଖ ଚିକିତ୍ସା ଅନୁଷ୍ଠାନ ଭିମସାରର ଆଇସୋଲେଶନ ୱାର୍ଡରେ ୨୪ଘଣ୍ଟା ଭିତରେ ଚାରିଜଣ ସନ୍ଦିଗ୍ଧ କରୋନା ରୋଗୀଙ୍କ ମୃତ୍ୟୁ ପରେ ଏଠାରେ ସବୁଆଡେ ହଇଚଇ ସୃଷ୍ଟି ହୋଇଛି । ଉକ୍ତ ଚାରିଜଣଙ୍କ ଲକ୍ଷଣ ଅନୁଧ୍ୟାନ କରି ସନ୍ଦିଗ୍ଧ କରୋନା ମାମଲା ଭାବେ
Read More...

ଗଜପତିରେ ପୁଣି ୩୦ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୧୦/୭- ଗଜପତିରେ ପୁଣି ୩୦ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ରାୟଗଡ ବ୍ଳକରୁ ୫ ଜଣ, କାଶୀନଗର ବ୍ଳକରୁ ୨ ଜଣ ଓ ଗୋଶାଣୀ ଜଣେ, ମୋହନା ବ୍ଳକରୁ ୨୨ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା ।
Read More...

ରାମଗଡ ଗ୍ରାମର ଯୁବକ ପାରାଦ୍ୱୀପରେ ନିଖୋଜ !

ବୌଦ୍ଧ,୧୦/୭ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ଗ୍ରାମର ଜଣେ ଯୁବକ ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପରେ ନିଖୋଜ ହୋଇଯାଇଥିବା ପରିବାରବର୍ଗଙ୍କ ସୂତ୍ରରୁ ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ରାମଗଡ ଗ୍ରାମର ଏକାଦଶୀ ମାହାରଙ୍କ ସାନପୁଅ ସନ୍ତୋଷ ମାହାର (୨୪) ନୟାଗଡ ଅଞ୍ଚଳର ଏକ ଟ୍ରକରେ
Read More...

ବସୁନ୍ଧରା ଉଚ୍ଚ ବିଦ୍ୟାଳୟ ଛାତ୍ରାବାସ ନିର୍ମାଣ ପାଇଁ ଏମ୍ସିଏଲ୍ ତରଫରୁ ୮୯.୭୦ ଲକ୍ଷ ଟଙ୍କା ମଞ୍ଜୁରୀ

ସମ୍ବଲପୁର : ଗ୍ରାମାଞ୍ଚଳ ସ୍କୁଲର ଭିତ୍ତିଭୂମିର ବିକାଶ ତଥା ବାସ୍ତବ ସ୍ଥିତିକୁ ଦୃଷ୍ଟିରେ ରଖି ମହାନଦୀ କୋଲଫିଲ୍ଡସ ଲିମିଟେଡ୍ ତରପରୁ ବସୁନ୍ଧରା କ୍ଷେତ୍ରର ପାଶ୍ୱର୍ବର୍ତ୍ତୀ ଗ୍ରାମର ପଢ଼ୁଥିବା ୬୦ ଜଣ ଏସ୍ସି, ଏସ୍ଟି ଛାତ୍ରମାନଙ୍କ ପାଇଁ ଟିକିଲିପଡ଼ାସ୍ଥିତ ବସୁନ୍ଧରା ଉଚ୍ଚ ବିଦ୍ୟାଳୟରେ
Read More...

ରାଜ୍ୟରେ ରେକର୍ଡ ପଜିଟିଭ ଚିହ୍ନଟ, ଦିନକରେ ୭୫୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଦିନକୁ କରୋନା ସ୍ଥିତି ଅଣାୟତ ହେବାକୁ ବସିଲାଣି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରୁନାହିଁ । ଜୁଲାଇ ମାସ ଆରମ୍ଭ ହେଉଣୁ କରୋନା ଗ୍ରାଫ୍ ଉପରମୁହାଁ ହୋଇ ଚାଲିଛି । ଆଜି ରାଜ୍ୟରେ ରେକର୍ଡ
Read More...

କପା ମାଫିଆଙ୍କ କବଜାରେ ଗୋଚର ଜମି !

ବୌଦ୍ଧ : ଗତ କିଛି ବର୍ଷ ହେଲା ବୌଦ୍ଧଜିଲ୍ଲାର ବିଭିନ୍ନ ଅଂଚଳରେ ବାହାର ରାଜ୍ୟରୁ ଆସି କପା ମାଫିଆମାନେ କପାଚାଷ କରୁଥିବା ଦେଖିବାକୁ ମିଳୁଛି । ସରକାରୀ ଜମି ନିକଟରେ ଥିବା କିଛି ଘରୋଇ ଜମିକୁ କପା ଚାଷ ପାଇଁ ଲିଜରେ ନେଇ ସରକାରୀ ଜମିକୁ ମିଶାଇ ଦଖଲ କରି ଚାଷ କରୁଛନ୍ତି । କିଛି ସ୍ଥାନୀୟ
Read More...