ସାନିଟାଇଜ କରାଗଲା ଫୁଲବାଣୀ ସହରର ଥାନା ଓ ମୁଖ୍ୟରାସ୍ତା

ଫୁଲବାଣୀ:କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ର ଜଣେ ଆଇନଜୀବିଙ୍କ କରୋନା ସଂକ୍ରମଣ ଥିବା ସନ୍ଦେହରେ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଉକ୍ତ ଓକିଲଙ୍କ ସଂସ୍ପର୍ଶରେ ଟାଉନଥାନାର ଜଣେ ଏଏସଆଇ ଆସିଥିବାର ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଗ୍ନିଶମ ବିଭାଗ ପକ୍ଷରୁ
Read More...

ଜବାନଙ୍କ ପ୍ଲାଜମା ଦାନକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ଏନ୍‌ଡିଆର୍‌ଏଫ୍ ଜବାନଙ୍କ ପ୍ଲାଜମା ଦାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିବା ସହିତ ସ୍ୱାଗତ କରିଛନ୍ତି । ଏହିପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜବାନଙ୍କ ଏଭଳ ପଦକ୍ଷେପ ଅନ୍ୟମାନଙ୍କୁ ଉତ୍ସାହିତ କରିବ । ଅନ୍ୟ ସୁସ୍ଥ ରୋଗୀ ମଧ୍ୟ ପ୍ଲାଜମା ଦାନ
Read More...

ରାଜ୍ୟରେ ପ୍ଲାଜମା ଥେରାପି ହେଲା ସଫଳ

ଭୁବନେଶ୍ୱର: ମାତ୍ର ସପ୍ତାହକ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ଲାଜମା ଥେରାପି ନେଇ ବହୁ ଆଶାବାଦୀ ଥିଲେ । ଯାହା ଆଜି ରାଜ୍ୟରେ ସଫଳ ହୋଇଛି । ବିଶ୍ୱ କରୋନା ମହାମାରୀ ଆତଙ୍କରେ ସମଗ୍ର ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ ଆମ ରାଜ୍ୟ ମଧ୍ୟ ଏଥିରୁ ବାଦ ପଡିନାହିଁ । ଏଭଳି ଏକ ସମୟରେ
Read More...

୩କୋଟି ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

ଭୁବନେଶ୍ୱର: ରାଜ୍ୟ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଆଜି ୩କୋଟି ଟଙ୍କାର ବ୍ରାଉନସୁଗର ଜବତ କରିଛି । ୩.୨୮ କେଜିର ଏହି ବ୍ରାଉନସୁଗର ଜବତ କରିବା ନେଇ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଟ୍ୱିଟ୍ କରିଛନ୍ତି । କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରୁ ଜଣାପଡିଛି ଯେ,
Read More...

ଭୁବନେଶ୍ୱରରେ ପୁଣି ୫୨ ପଜିଟିଭ

ଭୁବନେଶ୍ୱର: ଚଳିତ ମାସ ରାଜ୍ୟରେ କରୋନା ଉପରମୁହାଁ ହୋଇଥିବା ବେଳେ ଗଞ୍ଜାମ ଓ ଉପକୂଳ ଓଡିଶାର ଖୋର୍ଦ୍ଧା, କଟକ,ଯାଜପୁର ପଜିଟିଭ ସଂଖ୍ୟାରେ ହଟସ୍ପଟ ହେବାକୁ ଯାଉଛି । ସବୁଠାରୁ ଉଦବେଗଜନକ କଥା ହେଲା ରାଜଧାନୀ ଭୁବନେଶ୍ୱର କରୋନା ସଂକ୍ରମଣରେ ଏବେ ଶୀର୍ଷ ସ୍ଥାନରେ ପହଞ୍ଚିବାକୁ ଯାଉଛି, ଯାହା
Read More...

ସମ୍ବଲପୁର ଜିଲ୍ଲାରେ ୬ କରୋନା ଯୋଦ୍ଧା ସହିତ ମୋଟ ୨୫ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର : ସମଗ୍ର ସମ୍ବଲପୁର ଜିଲ୍ଲାରେ ଆଜି ୨୫ଜଣ ପଜିଟିଭ ଚିହ୍ନଟ କରାଯାଇଛି ଓ ସେମାନଙ୍କ ମଧ୍ୟରୁ ଭିମସାର ରୁ ଦୁଇ ଜଣ ମହିଳା ସହିତ ୬ଜଣ କରୋନା ଯୋଦ୍ଧା ରହିଛନ୍ତି । ଆଜି ସବୁଠାରୁ ଅଧିକ ରେଢ଼ାଖୋଲ ରେ ୧୪ଜଣ ପଜିଟିଭ ଚିହ୍ନଟ କରାଯାଇଛି, ଯେଉଁଥିରେ ଦୁଇ ଜଣ ବାଳିକା (୮ ଓ ୧୦) ତଥା ଜଣେ
Read More...

ଅପହଞ୍ଚ ଗ୍ରାମକୁ ଚାଲିଚାଲି ଯାଇ ସମସ୍ୟା ପଚାରି ବୁଝିଲେ ଅଧ୍ୟକ୍ଷ ଓ ବ୍ଳକ କର୍ମଚାରୀ

ଫୁଲବାଣୀ :ରାସ୍ତା ନିର୍ମାଣ ରେ ଜମି ସାଜିଛି ବାଧକ ।ବର୍ଷ ବର୍ଷ ଧରି ଅଦ୍ୟବଧି ଗମନାଗମନ ସୁବିଧାରୂ ବଂଚିତ ହୋଇ ରହି ଆସୁଛନ୍ତି ୧୫ ପରିବାର ହୋଇ ପାରୁନି ରାସ୍ତା ନିର୍ମାଣ ।ଖର୍ଚ୍ଚ ହୋଇ ନପାରି ଏମଜି,ଏନାର,ଜିଏସ ଅର୍ଥ ଓ ବିଧାୟକ ପାଣ୍ଠି ପଡିରହିଛି ।ଏହାର ସମାଧାନ ନିମନ୍ତେ ବୁଧୁବାର ଦିନ
Read More...

ବଲାଙ୍ଗିର ଜିଲ୍ଲାରେ ଖାଲି ଥିବା ଡାକ୍ତର ପଦବୀ ତୁରନ୍ତ ପୂରଣ କରନ୍ତୁ ସରକାର: ନରସିଂହ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସବୁବେଳେ ସରକାରଙ୍କ ବୈମାତୃକ ମନୋଭାବର ଶିକାର ହୋଇ ଆସିଛି । ବହୁତ ଦିନରୁ ଜିଲ୍ଲାରେ ୧୦୦ ରୁ ଉଦ୍ଧ୍ୱର୍ ହେବ ଡାକ୍ତର ପଦବୀ ଖାଲି ପଡିଛି । ସରକାରଙ୍କୁ ବାରମ୍ବାର ଜିଲ୍ଲାରେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ଡାକ୍ତର ପଦବୀ ପୂରଣକୁ
Read More...

ବିଡବ୍ଲୁଏଫ୍ ସମ୍ବିଧାନରେ ପରିବର୍ତ୍ତନ

ନୂଆଦିଲ୍ଲୀ : ବ୍ୟାଡମିଣ୍ଟନ ବିଶ୍ୱ ଫେଡେରେସନ (ବିଡବ୍ଲୁଏଫ୍) ତା'ର ସମ୍ବିଧାନରେ କେତେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ଆଣିଛି । ଏହାର ସଭାପତିଙ୍କ କାର୍ଯ୍ୟକାଳକୁ ଚାରି ବର୍ଷରେ ସୀମିତ ରଖାଯାଇଛି । ତା'ସହିତ ପରିଷଦରେ ନିର୍ଦ୍ଦିଷ୍ଟ ସଂଖ୍ୟକ ପୁରୁଷ ଓ ମହିଳାଙ୍କ ପ୍ରତିନିଧିତ୍ୱକୁ ନେଇ ସଂଶୋଧନ
Read More...

ନିଜ ପଦବୀରୁ ଇସ୍ତଫା ଦେଲେ ସବା କରିମ୍

ମୁମ୍ବାଇ : ବିସିସିଆଇର ଜେନେରାଲ୍ ମ୍ୟାନେଜର (କ୍ରିକେଟ୍ କାର୍ଯ୍ୟ ପରିଚାଳନା) ପଦରୁ ସବା କରିମ୍ ଇସ୍ତଫା ଦେଇଛନ୍ତି । ତେବେ ଏ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା ହୋଇନାହିଁ । ଖୁବ୍ଶୀଘ୍ର ଘୋଷଣା ହେବ ବୋଲି ଅନୁମାନ କରାଯାଉଛି । ୨୦୧୭ ଡିସେମ୍ବର ମାସରେ କରିମ୍ ଏହି ଦାୟିତ୍ୱ ଗ୍ରହଣ କରିଥିଲେ
Read More...