୪ ପଜିଟିଭ ଚିହ୍ନଟ ପରେ ଜହ୍ନାପଙ୍କ ହେଲା କଣ୍ଟେନମେଣ୍ଟ ଜୋନ
ବୌଦ୍ଧ : ଆଜି ବୌଦ୍ଧ ବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମ ପଂଚାୟତର ଜହ୍ନାପଙ୍କ ଗ୍ରାମରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି ଖୁଣ୍ଟବନ୍ଧ ସରପଞ୍ଚ ଚନ୍ଦ୍ରକାନ୍ତୀ ପ୍ରଧାନ । ଆଜି ତା ୧. ୮. ୨୦୨୦ ସକାଳ ୬ ଘଣ୍ଟା ଠାରୁ ଠାରୁ ତା ୪. ୮. ୨୦୨୦!-->…
Read More...
Read More...