ଆସନ୍ତକାଲି ଆଇସିସି ବୈଠକ: ଟି-୨୦ ବିଶ୍ୱକପ୍ ବାତିଲ୍ ଘୋଷଣା ସମ୍ଭାବନା
ଦୁବାଇ : ଆସନ୍ତାକାଲି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ବୋଡର଼୍ର ଭର୍ଚୁଆଲ୍ ବୈଠକ ବସୁଛି । ବିଭିନ୍ନ ଦୃଷ୍ଟିକୋଣରୁ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଚଳିତ ବର୍ଷର ଟି-୨୦ ବିଶ୍ୱକପ୍ର ଭବିଷ୍ୟତ ନେଇ ଏଥିରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ । ଆଇସିସି ବିଶ୍ୱକପ୍କୁ!-->…
Read More...
Read More...