ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବଳଦଙ୍କ ମୃତ୍ୟୁ, ଚାଷୀ ପାଳନ କରୁଛନ୍ତି କଠୋର ନିୟମ
ବୌଦ୍ଧ,୭/୭ - ପୂର୍ବ ରାତିରେ ବିଲ ମଧ୍ୟରେ ଛିଣ୍ଡି ପଡିଥିବା ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବୌଦ୍ଧ ବ୍ଲକ୍ ସରଣ୍ଡା ଗ୍ରାମର କ୍ଷୁଦ୍ର ତଥା ଭାଗ ଚାଷୀ ଚଂପେଶ୍ୱର ପ୍ରଧାନଙ୍କ ୨ ଗୋଟି ବଳଦ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଭୋର ପ୍ରାୟ ୫!-->…
Read More...
Read More...