ଶେଷରେ ଗଲୱାନ୍ରୁ ୨ କିମି ପଛକୁ ହଟିଲା ଚୀନ୍

ନୂଆଦିଲ୍ଲୀ : ଲଦାଖର ଗଲୱାନ ଉପତ୍ୟକାର ଯେଉଁ ସ୍ଥଳରେ ଭାରତ ଓ ଚୀନ୍ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା, ସେହି ସ୍ଥଳରୁ ଚୀନ୍ ସୈନ୍ୟମାନେ ଦୁଇ କିଲୋମିଟର ପଛକୁ ହଟିଯାଇଛନ୍ତି । ଭାରତୀୟ ଯବାନ୍ମାନେ ମଧ୍ୟ ପଛକୁ ହଟିଛନ୍ତି । ଦୁଇ ଦେଶ ମଧ୍ୟରେ ହୋଇଥିବା ଏକାଧିକବାର ଆଲୋଚନା ପରେ ଏଭଳି
Read More...

ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର

ବୌଦ୍ଧ,୬/୭ - ଆଜି ଅପରାହ୍ନ ପ୍ରାୟ ଘ ୩. ୪୦ ମିନିଟ ସମୟରେ ବାଉଁଁଶୁଣି - ଗୁନ୍ଦୁଲିଆ ରାସ୍ତାରେ ବାଇକ ଦୁର୍ଘଟଣା ଘଟି ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗୁନ୍ଦୁଲିଆରୁ ବାଉଁଁଶୁଣି ଅଭିମୁଖେ ଗୋଟିଏ ପଲ୍ସର୍ ଗାଡି ଦ୍ରୁତ ଗତିରେ ଆସୁଥିବା ବେଳେ
Read More...

କ୍ୱ।ଣ୍ଟମ୍ ଫିଜିକ୍ସରେ ଗବେଷଣା ପାଇଁ ଡେନମାର୍କ ଯିବାକୁ ମନୋନୀତ ହେଲେ ଶୁଭାଶିଷ

ସୋନପୁର : ଏକାଗ୍ରତା ଓ କଠିଣ ପରିଶ୍ରମ ହିଁ ସଫଳତା ର ମୂଳମନ୍ତ୍ର।ଏକ ସରକାରୀ ଉପ୍ରା ସ୍କୁଲ ରୁ ପାଠ ଆରମ୍ଭ କରି ମଧ୍ୟ ଜୀବନରେ କିଛି ଗୋଟେ କରିପାରିବାର ଅଦମ୍ୟ ଉତ୍କଣ୍ଠା ବଳରେ ହିଁ ଆଜି କ୍ୱ।ଣ୍ଟମ୍ ଫିଜିକ୍ସ ରେ ଅଧିକ ଗବେଷଣା ପାଇଁ ସେ ଡେନମାର୍କ ଯିବାକୁ ସର୍ବ ଭାରତୀୟ ସ୍ତରରେ ମନୋନୀତ
Read More...

ହଜିବାକୁ ବସିଲାଣି ହଳ ଲଙ୍ଗଳ

ଚଳିତ ବର୍ଷ ମୌସୁମୀ ଆଗମନପରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଛି।ହେଲେ ଚାଷୀ ପାଖରେ ହଳ ବଳଦ ନ ଥିବା ଯୋଗୁଁ ଯନ୍ତ୍ର ଚଳିତ ଲଙ୍ଗଳ ଉପରେ ନିର୍ଭର କରି ପ୍ରାୟ ସମସ୍ତ ଚାଷୀ ଚାଷ କରୁଛନ୍ତି।ଆଗରୁ ଚାଷୀ ନିକଟରେ ହଳ ଲଙ୍ଗଳ ଜୁଆଳି ଶଗଡ଼ ପ୍ରଭୃତି ନିଶ୍ଚିତ ଭାବେ ରହୁଥିଲା ଫଳତଃ ସମୟ ଅନୁସାରେ ଚାଷ କାମ
Read More...

ମୁଣ୍ଡେଶ୍ୱର ଜଙ୍ଗଲରେ ହାତୀ ଶିକାର ଘଟଣା ୨ଜଣ ନିର୍ଦ୍ଦୋଷଙ୍କୁ ଧରି ବନ କର୍ମଚାରୀ ହଟହଟା

ହରଭଙ୍ଗା,୬/୭- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତର ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ଗତ ମାସ ୧୭ତାରିଖରେ ଶିକାରୀ ଗୁଳିରେ ଦନ୍ତାହାତୀ ମୃତ୍ୟୁ ଘଟଣାରେ ବନବିଭାଗ ପୂର୍ବରୁ ୪ଜଣଙ୍କୁ ଗିରଫକରି କୋର୍ଟଚାଲାଣ କରିଥିଲା । ତେବେ ଉକ୍ତ ହାତୀ ଶିକାର ଘଟଣାରେ ସେମାନଙ୍କ ସମ୍ପୃକ୍ତି ଓ
Read More...

ଡ୍ରେନପାଣିରେ ଉବୁଟୁବୁ ସରକାରୀ କାର୍ଯ୍ୟାଳୟ ଓ ବାସଭବନ

ବୌଦ୍ଧ,୬/୭- ବୌଦ୍ଧ ନୂଆସାହି ଛକଠାରୁ କେନ୍ଦ୍ରୀୟ ବିଦ୍ୟାଳୟ ପର୍ଯ୍ୟନ୍ତ ହୋଇଥିବା ରାସ୍ତା ପ୍ରଶସ୍ତିକରଣ ଓ ଡ୍ରେନ ନିର୍ମାଣ କରାଯାଇଛି । ଏହି ଡ୍ରେନରେ ଜଳ ନିଷ୍କାସନ ହେଉନଥିବା ଯୋଗୁଁ ଡ୍ରେନ ପାଣି ଉଛୁଳି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ବାସଭବନ ଭିତରେ ପଶୁଥିବା ଜଣାପଡିଛି । ବୌଦ୍ଧ
Read More...

ଡ୍ରେନପାଣିରେ ଉବୁଟୁବୁ ସରକାରୀ କାର୍ଯ୍ୟାଳୟ ଓ ବାସଭବନ

ବୌଦ୍ଧ,୬/୭- ବୌଦ୍ଧ ନୂଆସାହି ଛକଠାରୁ କେନ୍ଦ୍ରୀୟ ବିଦ୍ୟାଳୟ ପର୍ଯ୍ୟନ୍ତ ହୋଇଥିବା ରାସ୍ତା ପ୍ରଶସ୍ତିକରଣ ଓ ଡ୍ରେନ ନିର୍ମାଣ କରାଯାଇଛି । ଏହି ଡ୍ରେନରେ ଜଳ ନିଷ୍କାସନ ହେଉନଥିବା ଯୋଗୁଁ ଡ୍ରେନ ପାଣି ଉଛୁଳି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ବାସଭବନ ଭିତରେ ପଶୁଥିବା ଜଣାପଡିଛି । ବୌଦ୍ଧ
Read More...

ଟାଟା ମ୍ୟାଜିକ୍ ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଡ୍ରାଇଭର ଫେରାର୍

ବାଲିଗୁଡ଼ା,୬/୭- ବାଲିଗୁଡ଼ା ଥାନା ତଗାକିଆ ୫୯ନଂ ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟାଟା ମ୍ୟାଜିକ୍ ଗାଡ଼ି ଧକ୍କାରେ ୯୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ସୂଚନା ପ୍ରକାରେ ଆଜି ସକାଳେ ପ୍ରାୟ ୧୦ଟା ସମୟରେ ବାଲିଗୁଡ଼ାରୁ ତୁମୁଡ଼ିବନ୍ଧ ଅଭିମୁଖେ ଯାଉଥିବା
Read More...

ମରଣଜନ୍ତା ପାଲଟିଛି ସାଲୁଙ୍କିନଦୀ ସେତୁ

ଜନହାପଙ୍କ,୬/୭- ବୌଦ୍ଧ-ବଲାଙ୍ଗୀର ଜାତୀୟ ରାଜପଥ ୫୭ର ମର୍ଯାଦପୁର ନିକଟରେ ଥିବା ସାଲୁଙ୍କିନଦୀର ସେତୁ ଏବେ ମରଣଜନ୍ତା ପାଲଟିଛି । ଏହିରାସ୍ତା ଦୈନିକ ଶହ ଶହ ସଂଖ୍ୟାରେ ଯାନବାହନ ଚଳାଚଳ କରୁଥିବାବେଳେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୋଲର ସ୍ଲାବ ଫାଟି ଛଡଗୁଡିକ
Read More...

ଦୁଇଟି ପଞ୍ଚାୟତ ଗୋଟିଏ ରାସ୍ତା, କେବେ ସୁଧୁରିବ ଅବସ୍ଥା ?

ବୌଦ୍ଧ,୬/୭ - ବୌଦ୍ଧ ବ୍ଲକ୍ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ଠାରୁ ମାତ୍ର ୧ କିଲୋମିଟର୍ ଦୂରରେ ଥିବା ବଢିଗାଁ ଗ୍ରାମପଂଚାୟତର ସାଲିଙ୍ଗା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା କେବେ ସୁଧୁରିବାର ନାମ ଧରୁନାହିଁ । ବର୍ଷା ଟିକେ ହେଲେ ରାସ୍ତାର ଅବସ୍ଥା ବେହାଲ ।
Read More...