ମର୍ଜାକୁଦ୍ ଘାଟରେ ବୁଡିଲା ଡଙ୍ଗା, ୨ଜଣ ଅଳ୍ପକେ ବର୍ତ୍ତିଲେ
ବୌଦ୍ଧ - ଆଜି ଦିନ ୧ ଘଣ୍ଟା ସମୟରେ ବୌଦ୍ଧ ପଟରୁ ମର୍ଜାକୁଦ୍ ଆଡକୁ ଯାଉଥିବା ସାର ବୋଝେଇ ଗୋଟିଏ ଛୋଟ ଡଂଗା ମହାନଦୀର ମର୍ଜାକୁଦ୍ ଘାଟରେ ଭାରସାମ୍ୟ ହରାଇ ବୁଡି ଯାଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ମର୍ଜାକୁଦର ଦୁଇ ଜଣ ଚାଷୀ ବୌଦ୍ଧ ସେବା ସମବାୟ ସମିତିରୁ ଖରିଫ ଧାନ!-->!-->!-->!-->!-->…
Read More...
Read More...