ସବୁ ରେକଡର଼୍ ଭାଙ୍ଗିଲା କରୋନା: ଦିନକରେ ରେକଡର଼୍ ୩୨ ହଜାରରୁ ଊଦ୍ଧ୍ୱର୍ ପଜିଟିଭ୍

ନୂଆଦିଲ୍ଲୀ : ରେକର୍ଡ ପରେ ରେକର୍ଡ ଭାଙ୍ଗିବାରେ ଲାଗିଛି କରୋନା । ପ୍ରଥମଥର ପାଇଁ ଗୋଟିଏ ଦିନରେ ମହାମାରୀ କରୋନା ଭାଇରସରେ ୩୨ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ କରୋନା ୬୦୬ ଜଣଙ୍କ ମୁଣ୍ଡ ନେଇଛି ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ
Read More...

ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାରେ କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି । ସ୍କୁଲ୍ ଛାତ୍ରୀ ଶୁଭୋମିତା ଚକ୍ରବର୍ତ୍ତୀ ସର୍ବାଧିକ
Read More...

ଭିନୀତ୍ ଅଗ୍ରୱାଲ ହେଲେ କନ୍ଧମାଳର ନୁତନ ଅରକ୍ଷୀ ଅଧିକ୍ଷକ

ଫୁଲବାଣୀ : କନ୍ଧମାଳ ଜିଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ଗୀତା ସିଂ ଙ୍କର ଡିସିପି ଭାବରେ ପଦୋନ୍ନତି ହେବା ସହିତ ତାଙ୍କୁ କଟକ ଜିଲାକୁ ବଦଳି କରାଯାଇଛି । କନ୍ଧମାଳ ଜିଲାରେ କାର୍ଯ୍ୟକାଳରେ ସେ ଜିଲାରେ ଲୋକଙ୍କର ସୁବିଧା ଅସୁବିଧା ସହିତ ଜଡିତ ହେବା ସହ ମାଓ ଦମନ କାର୍ଯ୍ୟକୁ ମଧ୍ୟ ସୁଚାରୁ ରୁପରେ
Read More...

ସମର୍ପିତ ଓଡିଶା ଓ ସେବା ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ ଅଭିଯାନ

ଆଜି ସମର୍ପିତ ଓଡିଶା ଓ ସେବା ଫାଉଣ୍ଡେସନ ପକ୍ଷରୁ ପଳାଶୁଣି ଠାରେ ବୃକ୍ଷ ରୋପଣ କରାଯାଇଛି।ଏଥିରେ ଅତିଥି ଭାବେ ରାଜ୍ୟ ଜଳ ଯୋଗାଣ କର୍ମଚାରୀ ସଂଘ ର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମହାନ୍ତି ଓ ସେବା ଫାଉଣ୍ଡେସନ ର ଉପଦେଷ୍ଟା ଶ୍ରୀ ଅଶୀଳ କୁମାର ବ୍ରହ୍ମ ଯୋଗଦେଇ ଔଷଧୀୟ ଚାରା ରୋପଣ
Read More...

ମହାନଦୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ହରଭଙ୍ଗା,୧୬/୭ - ନୟାଗଡ ବନ୍ୟପ୍ରାଣୀ ଅଭୟାରଣ୍ୟ ଡିଭିଜନ ଅଧିନରେ ଥିବା ବୌଦ୍ଧଜିଲ୍ଲାର ହରଭଙ୍ଗା ବ୍ଲକର କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ଅଧୀନ ନୂଆପଡା ଗ୍ରାମରେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ ବନ୍ୟପ୍ରାଣୀ ଡିଏଫଓ ହର୍ଷବର୍ଦ୍ଧନ ଉଦଗାତା,
Read More...

ମଧୁପୁରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଖୁଣ୍ଟବନ୍ଧ ସରପଞ୍ଚ

ବୌଦ୍ଧ,୧୬/୭ - ବିଦେଶରୁ ଫେରି ହୋମ୍ କ୍ୱାରେଣ୍ଟାଇନରେ ଥିବା ମଧୁପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ନିକଟରୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ଖୁଣ୍ଟବନ୍ଧ ସରପଞ୍ଚ ଚନ୍ଦ୍ରକାନ୍ତୀ ପ୍ରଧାନ ମଧୁପୁର ଛକ ଓ ତତସଂଲଗ୍ନ ୫୦୦ ମିଟର୍ ଦୁରତା ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା
Read More...

ତଦନ୍ତରେ ଶିଥିଳତା, ଆନ୍ଦୋଳନ ଧମକ ଦେଲେ ଅଭିଯୋଗକାରୀ

ବୌଦ୍ଧ,୧୬/୭ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍ ଶିମିଳିପଦର ସେବା ସମବାୟ ସମିତିରେ ହୋଇଥିବା ଦୁର୍ନୀତିର ତଦନ୍ତ ପାଇଁ ଗତ ମାର୍ଚ୍ଚ ମାସ ୧୭ ତାରିଖରେ ଶିମିଳିପଦର ଗ୍ରାମର ସୁଶାନ୍ତ ମିଶ୍ର ବୌଦ୍ଧସ୍ଥିତ ସମବାୟ ସମିତିର ସହକାରୀ ନିବନ୍ଧକଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ
Read More...

କେସିଏଚ ରତନମ ବିୟୋଗରେ ଶୋକସଭା

ପାରଳାଖେମୁଣ୍ଡି,୧୬/୭-ଗଜପତି ଜିଲ୍ଲା ବରିଷ୍ଠ ସାମ୍ବାଦିକ କେସିଏଚରତନମଙ୍କ ବିୟୋଗରେ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ସ୍ଥାନୀୟ ଟାଉନହଲ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି । ଏଥିରେ ଜିଲ୍ଲା ସାମ୍ବାଦିକସଙ୍ଘର ସମସ୍ତ ସଦସ୍ୟ ଯୋଗ ଦେଇ ସ୍ୱର୍ଗତ କେ ସି ଏ ଚ ରତନମଙ୍କ
Read More...

ଫଳ ଉତ୍ପାଦନ ବୃକ୍ଷରୋପଣ ପାଇଁ ଏମ୍ସିଏଲ୍ ତରଫରୁ ସ୍ୱତନ୍ତ୍ର ଯୋଜନା

ସମ୍ବଲପୁର: ମହାନଦୀ କୋଲ୍ଫିଲ୍ଡସ ଲିମିଟେଡ୍ ବନ ମହୋତ୍ସବ-୨୦୨୦ ପାଳନ କରିବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି । ଯେଉଁଥିରେ କି, ଓଡ଼ିଶାର ବିଭିନ୍ନ କୋଇଲା କ୍ଷେତ୍ର ତଥା ନିକଟବର୍ତ୍ତୀ ଅଞ୍ଚଳରେ ୫୫ ହଜାରରୁ ଅଧିକ ଫଳ ଚାରା ରୋପଣ କରାଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ।
Read More...

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ ! ରେଡଜୋନ ଜିଲ୍ଲାକୁ ଯାଇ କ୍ୱାରେଣ୍ଟାଇନରେ ଦାରିଙ୍ଗବାଡ଼ି ଗୋଷ୍ଠୀ ଶିକ୍ଷାଅଧିକାରୀ ଓ…

ଦାରିଙ୍ଗବାଡ଼ି,୧୬/୭ : କରୋନା ମୁକାବିଲା ପାଇଁ କନ୍ଧମାଳ ଜିଲ୍ଲାପାଳ ଡି. ବୃନ୍ଦା ଡି ଗତ ୮ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରି ବିନା ଅନୁମତିରେ ଜିଲ୍ଲା ବାହାରକୁ ଯିବାପାଇଁ ବାରଣ କରିଥିବା ବେଳେ ଜରୁରୀ ପରିସ୍ଥିତିରେ ଅନୁମତି ନେଇ ଜିଲ୍ଲା ବାହାରକୁ ଯାଇ ଫେରିଲା ପରେ ୧୪ଦିନ
Read More...