ବଲାଙ୍ଗୀର ଜିଲ୍ଲାରୁ ପୁଣି ୨୭ ଆକ୍ରାନ୍ତ ଚିହ୍ନଟ
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ଆଜି ୨୭ ଚିହ୍ନଟ ସହ ମୋଟ ୭୨୩ ସଂକ୍ରମିତ ହୋଇଛନ୍ତି । ତେବେ ୨୯୮ ସକ୍ରୀୟ ଥିବାବେଳେ ୪୨୫ ଘରକୁ ସାରିଲେଣି । ୨୭ମଧ୍ୟରେ ୧୩ ମହିଳା ଅଛନ୍ତି । ପୁଇଁତଲା ଓ ଗୁଡଭେଲା ବ୍ଳକରୁ ଜଣେ ଲେଖାଏଁ ଥିବାବେଳେ ବାକି ସମସ୍ତ ବଲାଙ୍ଗୀର ମ୍ୟୁନସିପାଲିଟିର ବିଭିନ୍ନ ପଡାରୁ!-->…
Read More...
Read More...