ନିଗମ ଅଞ୍ଚଳରେ ତିନୋଟି କଣ୍ଟେନମେଣ୍ଟ ଓ ବଫର ଜୋନ ଘୋଷିତ: ପାଖପଡ଼ିଶାରେ ସଂକ୍ରମଣ ପହଞ୍ଚିଲା ପରେ ମଧ୍ୟ ଲୋକେ ସୁଧୁରିବା…
ସମ୍ବଲପୁର,୧୬/୭- ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା ଘୋଷଣା ଅନୁସାରେ ଆଜି ଆଉ ଚାରିଜଣଙ୍କୁ କରୋନା ପଜିଟିଭ ରୂପେ ଚିହ୍ନଟ କରାଯାଇଛି । ଏମାନେ ଦୁଇଜଣ ମହିଳା (୩୫ ଓ ୩୭) ଓ ଦୁଇଜଣ ପୁରୁଷ (୨୮ ଓ ୩୦) ସମସ୍ତେ କରୋନା ଯୋଦ୍ଧା ଅର୍ଥାତ୍ ଡାକ୍ତର ଓ ନର୍ସ ଅଟନ୍ତି । ଏମାନଙ୍କ ବ୍ୟତୀତ ସମ୍ବଲପୁର!-->…
Read More...
Read More...