୨ ଆଲୁମିନିୟମ ତାର ଚୋର ଗିରଫ, ମୋଟରସାଇକେଲ ଜବତ
ଯୋଡା,୧/୭ - ଯୋଡା ଥାନା ଅନ୍ତର୍ଗତ ହିରାକୁଦ କଲୋନୀ ବିଦ୍ୟୁତ୍ ବିଭାଗ ପରିସରରୁ ଗଚ୍ଛିତ ଥିବା ପ୍ରାୟ ୮୦ କିଲୋ ଆଲୁମିନିୟମ ତାର ଚୋରି ହୋଇଥିବା ନେଇ ଯୋଡା ଥାନାରେ ନେସ୍କୋ ପକ୍ଷରୁ ଅଭିଯୋଗ ହୋଇଥିଲା । ପୁଲିସ ଏହି ଅଭିଯୋଗରେ ୨ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି । ଗିରଫ!-->…
Read More...
Read More...